ଟିକସକୁ ନେଇ ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

The Sakala Picture
Published On

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ । ସୂଚନା ଅନୁଯାୟୀ, ଗତମାସରେ ଅନୁଷ୍କା ଶର୍ମା ନିଜ ଟ୍ୟାକ୍ସ କନସଲଣ୍ଟାଣ୍ଟ ସାହାଯ୍ୟରେ ୨ଟି ଆବେଦନ କରିଥିଲେ । ବମ୍ବେ ହାଇକୋର୍ଟ ସେଲ୍ସ ଟ୍ୟାକ୍ସ ବିଭାଗକୁ ୩ ସପ୍ତାହ […]

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନା ଅନୁଯାୟୀ, ଗତମାସରେ ଅନୁଷ୍କା ଶର୍ମା ନିଜ ଟ୍ୟାକ୍ସ କନସଲଣ୍ଟାଣ୍ଟ ସାହାଯ୍ୟରେ ୨ଟି ଆବେଦନ କରିଥିଲେ । ବମ୍ବେ ହାଇକୋର୍ଟ ସେଲ୍ସ ଟ୍ୟାକ୍ସ ବିଭାଗକୁ ୩ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୬ ତାରିଖରେ ହେବ। ଗତଥର ଶୁଣାଣି ବେଳେ କୋର୍ଟ ଅନୁଷ୍କାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଟ୍ୟାକ୍ସ କନସଲଣ୍ଟାଣ୍ଟ ଜରିଆରେ ମାମଲା ଦାୟରକୁ କୋର୍ଟ ନା ପସନ୍ଦ କରିଥିଲେ । ଓକିଲଙ୍କୁ ପଚାରିଥିଲେ ଅନୁଷ୍କା କଣ ନିଜେ ଆବେଦନ କରି ପାରିବେ ନାହିଁ । ଯାହା ପରେ ଅନୁଷ୍କା ଓକିଲଙ୍କ ଜରିଆରେ ଦେଇଥିବା ଆବେଦନକୁ ଫେରାଇ ନେବା ସହ ନିଜେ ନୂଆ ଆବେଦନ କରିଥିଲେ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

 

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର