ପୁଣି ଇତିହାସ ରଚିବ ଇସ୍ରୋ, ଆଜି ଉତକ୍ଷେପଣ ହେବ ଓସେନସେଟ-୩ ସହ ୮ଟି ନାନୋ ସାଟେଲାଇଟ

The Sakala Picture
Published On

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିବ ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯିବ । ଶ୍ରୀହରିକୋଟାର ଶତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବ । PSLV ଏକ୍ସଏଲ ରକେଟ ସହ ସାଟେଲାଇଟ ଉତକ୍ଷେପଣ କରାଯିବ । ଏହାସହ ୮ଟି ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହେବ । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ […]

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିବ ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯିବ । ଶ୍ରୀହରିକୋଟାର ଶତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବ । PSLV ଏକ୍ସଏଲ ରକେଟ ସହ ସାଟେଲାଇଟ ଉତକ୍ଷେପଣ କରାଯିବ । ଏହାସହ ୮ଟି ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହେବ । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍ । ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍ ଲଞ୍ଚ । ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ । ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

26 Nov 2022 By The Sakala

ପୁଣି ଇତିହାସ ରଚିବ ଇସ୍ରୋ, ଆଜି ଉତକ୍ଷେପଣ ହେବ ଓସେନସେଟ-୩ ସହ ୮ଟି ନାନୋ ସାଟେଲାଇଟ

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିବ ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯିବ । ଶ୍ରୀହରିକୋଟାର ଶତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବ । PSLV ଏକ୍ସଏଲ ରକେଟ ସହ ସାଟେଲାଇଟ ଉତକ୍ଷେପଣ କରାଯିବ । ଏହାସହ ୮ଟି ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହେବ । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ ।

ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍ । ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍ ଲଞ୍ଚ । ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ । ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ ।

https://www.thesakala.in/national-international/isro-to-launch-oceansat-and-8-other-satellites-today/article-16860
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର