ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଚଢାଉ

The Sakala Picture
Published On

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବାସଭବନରେ ଚଢାଉ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ ) ପକ୍ଷରୁ ଟ୍ରମ୍ପଙ୍କ ବାସଭବନରେ ଚଢଉ କରାଯାଇଛି । ଏନେଇ ଟ୍ରମ୍ପ ନିଜେ  ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ପାମ୍ ବିଚରେ ଥିବା ଲୋକଙ୍କ ଉପରେ ଏଫବିଆଇ ରେଡ୍ କରିଛି । ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି । ଘରକୁ ସିଜ୍ କରାଯାଇଛି । […]

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବାସଭବନରେ ଚଢାଉ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ ) ପକ୍ଷରୁ ଟ୍ରମ୍ପଙ୍କ ବାସଭବନରେ ଚଢଉ କରାଯାଇଛି । ଏନେଇ ଟ୍ରମ୍ପ ନିଜେ  ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ଟ୍ରମ୍ପ କହିଛନ୍ତି ଯେ, ପାମ୍ ବିଚରେ ଥିବା ଲୋକଙ୍କ ଉପରେ ଏଫବିଆଇ ରେଡ୍ କରିଛି । ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି । ଘରକୁ ସିଜ୍ କରାଯାଇଛି । ଏସବୁ କାଗଜପତ୍ର ଟ୍ରମ୍ପ୍ ହ୍ୱାଇଟ୍ ହାଉସ ଛାଡିବା ପରେ ଫ୍ଲୋରିଡା ଅଣାଯାଇଥିଲା ବୋଲି ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଘଟଣାକୁ ନେଇ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ଏହା ଦେଶ ପାଇଁ କଳା ଦିବସ । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି କେବେ ହୋଇନଥିଲା । ତଦନ୍ତକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ଏପରି କରାଯାଉଛି । ଏହା ସରକାରୀ କଳର ଅପବ୍ୟବହାର ଅଟେ । କଠୋରପନ୍ଥୀଙ୍କ ଆକ୍ରମଣ ସହ ଏହା ସମାନ । କିଛି ଜଣ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଚାହୁଁ ନଥିବା ସେ କହିଛନ୍ତି । ତେବେ ଏହାକୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

09 Aug 2022 By The Sakala

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଚଢାଉ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବାସଭବନରେ ଚଢାଉ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ ) ପକ୍ଷରୁ ଟ୍ରମ୍ପଙ୍କ ବାସଭବନରେ ଚଢଉ କରାଯାଇଛି । ଏନେଇ ଟ୍ରମ୍ପ ନିଜେ  ସୂଚନା ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ପାମ୍ ବିଚରେ ଥିବା ଲୋକଙ୍କ ଉପରେ ଏଫବିଆଇ ରେଡ୍ କରିଛି । ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି । ଘରକୁ ସିଜ୍ କରାଯାଇଛି । ଏସବୁ କାଗଜପତ୍ର ଟ୍ରମ୍ପ୍ ହ୍ୱାଇଟ୍ ହାଉସ ଛାଡିବା ପରେ ଫ୍ଲୋରିଡା ଅଣାଯାଇଥିଲା ବୋଲି ଅଭିଯୋଗ ହେଉଛି।

ଘଟଣାକୁ ନେଇ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ଏହା ଦେଶ ପାଇଁ କଳା ଦିବସ । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି କେବେ ହୋଇନଥିଲା । ତଦନ୍ତକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ଏପରି କରାଯାଉଛି । ଏହା ସରକାରୀ କଳର ଅପବ୍ୟବହାର ଅଟେ । କଠୋରପନ୍ଥୀଙ୍କ ଆକ୍ରମଣ ସହ ଏହା ସମାନ । କିଛି ଜଣ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଚାହୁଁ ନଥିବା ସେ କହିଛନ୍ତି । ତେବେ ଏହାକୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର