ଭାରତକୁ ବଡ଼ ସଫଳତା: ମାନବ ବିହୀନ ଯୁଦ୍ଧ ବିମାନର କଲା ସଫଳ ପରୀକ୍ଷଣ

The Sakala Picture
Published On

ବେଙ୍ଗାଲୁରୁ: ଭାରତକୁ ମାନବ ବିହୀନ ଯୁଦ୍ଧ ବିମାନ ବିକଶିତ କରିବା ଦିଗରେ ମିଳିଲା ବଡ଼ ସଫଳତା। ଡିଆରଡିଓ ଶୁକ୍ରବାର ଅଟୋନମସ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟରର ପ୍ରଥମ ଏୟରାକ୍ରାଫ୍ଟର ସଫଳ ପରୀକ୍ଷଣ ହୋଇଛି । ଏହି ବିମାନର ବିନା ପାଇଲଟରେ ମଧ୍ୟ ଉଡାଣ ଭରିପାରିବ । ଟେକ୍ଅଫରୁ ଆରମ୍ଭ କରି ଅବତରଣ ଯାଏଁ ସବୁ କିଛି ବିନା କୌଣସି ସାହାଯ୍ୟରେ କରିପାରିବ । #WATCH | In a major success towards developing unmanned combat […]

ବେଙ୍ଗାଲୁରୁ: ଭାରତକୁ ମାନବ ବିହୀନ ଯୁଦ୍ଧ ବିମାନ ବିକଶିତ କରିବା ଦିଗରେ ମିଳିଲା ବଡ଼ ସଫଳତା। ଡିଆରଡିଓ ଶୁକ୍ରବାର ଅଟୋନମସ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟରର ପ୍ରଥମ ଏୟରାକ୍ରାଫ୍ଟର ସଫଳ ପରୀକ୍ଷଣ ହୋଇଛି । ଏହି ବିମାନର ବିନା ପାଇଲଟରେ ମଧ୍ୟ ଉଡାଣ ଭରିପାରିବ । ଟେକ୍ଅଫରୁ ଆରମ୍ଭ କରି ଅବତରଣ ଯାଏଁ ସବୁ କିଛି ବିନା କୌଣସି ସାହାଯ୍ୟରେ କରିପାରିବ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ, ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏୟାରନଟିକଲ ଟେଷ୍ଟ ରେଞ୍ଜରେ ସଫଳତାର ସହ ଏହାର ପରୀକ୍ଷଣ କରାଯାଇଛି । ମାନବ ବିହୀନ ବିମାନ ଅର୍ଥାତ ୟୁଏଭିକୁ ଅଟୋମେସନ ଫ୍ଲାଇଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟର କୁହାଯାଏ । ଯୁଦ୍ଧ ବିମାନ ଏକ ସଫଳ ଟେକ୍ ଅଫ୍, ୱେ ପଏଣ୍ଟ ନେଭିଗେସନ ଏବଂ ଅବତରଣ ସାମିଲ ରହିଛି । ଏହି ବିମାନ ଭବିଷ୍ୟକରେ ବିନା ପାଇଲଟରେ ଉଡାଣ ଭରିପାରୁଥିବା ବିମାନକୁ ବିକଶତ କରିବା ଦିଗରେ ଏକ ବଡ ଭୂମିକା ଗ୍ରହଣ କରିବ।

01 Jul 2022 By The Sakala

ଭାରତକୁ ବଡ଼ ସଫଳତା: ମାନବ ବିହୀନ ଯୁଦ୍ଧ ବିମାନର କଲା ସଫଳ ପରୀକ୍ଷଣ

ବେଙ୍ଗାଲୁରୁ: ଭାରତକୁ ମାନବ ବିହୀନ ଯୁଦ୍ଧ ବିମାନ ବିକଶିତ କରିବା ଦିଗରେ ମିଳିଲା ବଡ଼ ସଫଳତା। ଡିଆରଡିଓ ଶୁକ୍ରବାର ଅଟୋନମସ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟରର ପ୍ରଥମ ଏୟରାକ୍ରାଫ୍ଟର ସଫଳ ପରୀକ୍ଷଣ ହୋଇଛି । ଏହି ବିମାନର ବିନା ପାଇଲଟରେ ମଧ୍ୟ ଉଡାଣ ଭରିପାରିବ । ଟେକ୍ଅଫରୁ ଆରମ୍ଭ କରି ଅବତରଣ ଯାଏଁ ସବୁ କିଛି ବିନା କୌଣସି ସାହାଯ୍ୟରେ କରିପାରିବ ।

ସୂଚନା ଅନୁଯାୟୀ, ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏୟାରନଟିକଲ ଟେଷ୍ଟ ରେଞ୍ଜରେ ସଫଳତାର ସହ ଏହାର ପରୀକ୍ଷଣ କରାଯାଇଛି । ମାନବ ବିହୀନ ବିମାନ ଅର୍ଥାତ ୟୁଏଭିକୁ ଅଟୋମେସନ ଫ୍ଲାଇଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟର କୁହାଯାଏ । ଯୁଦ୍ଧ ବିମାନ ଏକ ସଫଳ ଟେକ୍ ଅଫ୍, ୱେ ପଏଣ୍ଟ ନେଭିଗେସନ ଏବଂ ଅବତରଣ ସାମିଲ ରହିଛି । ଏହି ବିମାନ ଭବିଷ୍ୟକରେ ବିନା ପାଇଲଟରେ ଉଡାଣ ଭରିପାରୁଥିବା ବିମାନକୁ ବିକଶତ କରିବା ଦିଗରେ ଏକ ବଡ ଭୂମିକା ଗ୍ରହଣ କରିବ।

https://www.thesakala.in/national-international/india-carries-out-maiden-flight-of-unmanned-combat-aircraft/article-12946
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର