୩୦ ହଜାର ବର୍ଷ ତଳର ହାତୀ ଛୁଆ ମମି ଉଦ୍ଧାର

The Sakala Picture
Published On

ଓଟାୱା: କାନାଡାର ପ୍ରତ୍ନତତ୍ତ୍ବବିତ୍‌ ଏକ ସୁନା ଖଣିରୁ ୩୦ ହଜାର ବର୍ଷ ତଳର ଜୀବ ‘ମାମଥ’ର ଅବଶେଷ ଉଦ୍ଧାର କରିଛନ୍ତି। ସେ ସମୟରେ ହାତୀର ପୂର୍ବ ପିଢି କୁହାଯାଉଥିବା ମାମଥର ଅସ୍ତିତ୍ବ ଥିଲା। ସେତେବେଳେ ପୃଥିବୀର ଅଧିକାଂଶ ଭାଗରେ ବରଫ ଛାଇ ରହୁଥିଲା। ଏହି ମାଈ ହାତୀ ଛୁଆର ଶବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ହଜାର ହଜାର ବର୍ଷ ହେଲା ଚାପି ହୋଇ ରହିଥିବା ଯୋଗୁଁ ଏହା ମମି ଭଳି ହୋଇଯାଇଛି। ଏହି ହାତୀ ଛୁଆ ଗୁମ୍ଫାରେ […]

ଓଟାୱା: କାନାଡାର ପ୍ରତ୍ନତତ୍ତ୍ବବିତ୍‌ ଏକ ସୁନା ଖଣିରୁ ୩୦ ହଜାର ବର୍ଷ ତଳର ଜୀବ ‘ମାମଥ’ର ଅବଶେଷ ଉଦ୍ଧାର କରିଛନ୍ତି। ସେ ସମୟରେ ହାତୀର ପୂର୍ବ ପିଢି କୁହାଯାଉଥିବା ମାମଥର ଅସ୍ତିତ୍ବ ଥିଲା। ସେତେବେଳେ ପୃଥିବୀର ଅଧିକାଂଶ ଭାଗରେ ବରଫ ଛାଇ ରହୁଥିଲା। ଏହି ମାଈ ହାତୀ ଛୁଆର ଶବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ହଜାର ହଜାର ବର୍ଷ ହେଲା ଚାପି ହୋଇ ରହିଥିବା ଯୋଗୁଁ ଏହା ମମି ଭଳି ହୋଇଯାଇଛି। ଏହି ହାତୀ ଛୁଆ ଗୁମ୍ଫାରେ ବାଘମାନଙ୍କ ସହ ରହୁଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର