ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ- ଅଜିତ ଡୋଭାଲ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବ୍ଯପକ ବିରୋଦ୍ଧା ହେଉଛି। ହେଲେ ୩ ସେନା ପକ୍ଷରୁ ମଧ୍ଯ ସ୍ପଷ୍ଟ କରାଯାଇଛି ଯେ ଏହି ଯୋଜନା ପ୍ରତ୍ଯାହର ହେବ ନାହିଁ। ତେବେ ଏହି ଯୋଜନାକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ପଷ୍ଟୀକରଣ ରଖିଛନ୍ତି। ଗତ ୮ ବର୍ଷ ମଧ୍ୟରେ ସେନାରେ ଅନେକ ସଂସ୍କାର ଆସିଛି । ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ ବୋଲି ଅଜିତ ଡୋଭାଲ କହିଛନ୍ତି । ଦେଶ […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବ୍ଯପକ ବିରୋଦ୍ଧା ହେଉଛି। ହେଲେ ୩ ସେନା ପକ୍ଷରୁ ମଧ୍ଯ ସ୍ପଷ୍ଟ କରାଯାଇଛି ଯେ ଏହି ଯୋଜନା ପ୍ରତ୍ଯାହର ହେବ ନାହିଁ। ତେବେ ଏହି ଯୋଜନାକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ପଷ୍ଟୀକରଣ ରଖିଛନ୍ତି। ଗତ ୮ ବର୍ଷ ମଧ୍ୟରେ ସେନାରେ ଅନେକ ସଂସ୍କାର ଆସିଛି । ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ ବୋଲି ଅଜିତ ଡୋଭାଲ କହିଛନ୍ତି । ଦେଶ ହିତରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପରିବର୍ତ୍ତନକୁ ନୂଆ ଅଗ୍ନିପଥ ଯୋଜନା ଦିଗ ଦେଖାଇବ । ସମୟ କ୍ରମେ ସେନାରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଏହା ସହ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ସେନାରେ ଚାକିରି ଆଶାୟୀ ସାମିଲ ନାହନ୍ତି । ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରି ଦେଶରେ ଅସ୍ଥିରତା ସୃଷ୍ଟି କରାଯାଉଛି । ଦେଶରେ ଆଇନ ଶୃଙ୍ଖଳା ନଷ୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦିଆଯାଉଛି । ଗଣତନ୍ତ୍ରରେ ବିକ୍ଷୋଭ କରିବାର ଅଧିକାର ରହିଛି ହେଲେ ପୋଡ଼ାଜଳା, ଭଙ୍ଗାରୁଜା କରିବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ଅଜିତ ଡୋଭାଲ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

21 Jun 2022 By The Sakala

ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ- ଅଜିତ ଡୋଭାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବ୍ଯପକ ବିରୋଦ୍ଧା ହେଉଛି। ହେଲେ ୩ ସେନା ପକ୍ଷରୁ ମଧ୍ଯ ସ୍ପଷ୍ଟ କରାଯାଇଛି ଯେ ଏହି ଯୋଜନା ପ୍ରତ୍ଯାହର ହେବ ନାହିଁ। ତେବେ ଏହି ଯୋଜନାକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ପଷ୍ଟୀକରଣ ରଖିଛନ୍ତି। ଗତ ୮ ବର୍ଷ ମଧ୍ୟରେ ସେନାରେ ଅନେକ ସଂସ୍କାର ଆସିଛି । ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ ବୋଲି ଅଜିତ ଡୋଭାଲ କହିଛନ୍ତି । ଦେଶ ହିତରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପରିବର୍ତ୍ତନକୁ ନୂଆ ଅଗ୍ନିପଥ ଯୋଜନା ଦିଗ ଦେଖାଇବ । ସମୟ କ୍ରମେ ସେନାରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ଏହା ସହ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ସେନାରେ ଚାକିରି ଆଶାୟୀ ସାମିଲ ନାହନ୍ତି । ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରି ଦେଶରେ ଅସ୍ଥିରତା ସୃଷ୍ଟି କରାଯାଉଛି । ଦେଶରେ ଆଇନ ଶୃଙ୍ଖଳା ନଷ୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦିଆଯାଉଛି । ଗଣତନ୍ତ୍ରରେ ବିକ୍ଷୋଭ କରିବାର ଅଧିକାର ରହିଛି ହେଲେ ପୋଡ଼ାଜଳା, ଭଙ୍ଗାରୁଜା କରିବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ଅଜିତ ଡୋଭାଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର