ଯମୁନା ନଦୀରେ ଗାଧୋଇବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ, ୫ମୃତ

The Sakala Picture
Published On

ହରିୟାଣା : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ । ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ଜଣ ପାଣିରୁ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା […]

ହରିୟାଣା : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ । ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ଜଣ ପାଣିରୁ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା ଜଣାପଡିଛି । ୫ଜଣ ପାଣିରେ ବୁଡିଯିବା ପରେ ଲୁଚିଯାଇଥିବା ଯୁବକମାନେ ନିଜ ନିଜ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଜଣାଇଥିଲେ । ଫଳରେ ତୁରନ୍ତ ଘଟଣାସ୍ଥଳରେ ପୁଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବାକୁ ୫ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା । ପୂର୍ବ ଶତ୍ରୁତାରୁ ଏପରି ଘଟଣା ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ଲାଗି ରହିଥିଲା। ଏହି ମାମଲା ଏବେବି କୋର୍ଟରେ ବିଚାରାଧିନ ରହିଛି। ଆସନ୍ତା କାଲି ଏହାର ଆଉ ଏକ ଶୁଣାଣି ଥିଲା । ହେଲେ ତା’ ପୂର୍ବରୁ ଏପରି ଅଭାବନୀୟ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

16 May 2022 By The Sakala

ଯମୁନା ନଦୀରେ ଗାଧୋଇବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ, ୫ମୃତ

ହରିୟାଣା : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ । ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ଜଣ ପାଣିରୁ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା ଜଣାପଡିଛି । ୫ଜଣ ପାଣିରେ ବୁଡିଯିବା ପରେ ଲୁଚିଯାଇଥିବା ଯୁବକମାନେ ନିଜ ନିଜ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଜଣାଇଥିଲେ । ଫଳରେ ତୁରନ୍ତ ଘଟଣାସ୍ଥଳରେ ପୁଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବାକୁ ୫ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା । ପୂର୍ବ ଶତ୍ରୁତାରୁ ଏପରି ଘଟଣା ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ଲାଗି ରହିଥିଲା। ଏହି ମାମଲା ଏବେବି କୋର୍ଟରେ ବିଚାରାଧିନ ରହିଛି। ଆସନ୍ତା କାଲି ଏହାର ଆଉ ଏକ ଶୁଣାଣି ଥିଲା । ହେଲେ ତା’ ପୂର୍ବରୁ ଏପରି ଅଭାବନୀୟ ଘଟଣା ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର