ଆତଙ୍କୀ ହମଲାରେ ସେନା ଅଧିକାରୀ ଓ ଜଣେ ଯବାନ ସହିଦ

The Sakala Picture
Published On

ନୂଆଦିଲ୍ଲୀ: ବୁଧବାର ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଆତଙ୍କୀ ହମଲାରେ ଦୁଇ ଜଣ ସେନାଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସେନା ଅଧିକାରୀ ଥିବା ସୂଚନା। ମୃତ ଅଧିକାରୀ 63 ରାଷ୍ଟ୍ରିୟ ରାଇଫଲର ଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଜମ୍ମୁ-କଶ୍ମୀର ପୁଲିସ ଓ ସୁରକ୍ଷାବାହିନୀ ଦ୍ୱାରା ମିଳିତ ଅପରେସନ ବେଳେ ଏଭଳି ଅଭବନୀୟ ଘଟଣା ଘଟିଛି।  ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ ବେଳେ ଘଞ୍ଚ ଜଙ୍ଗଲ […]

ନୂଆଦିଲ୍ଲୀ: ବୁଧବାର ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଆତଙ୍କୀ ହମଲାରେ ଦୁଇ ଜଣ ସେନାଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସେନା ଅଧିକାରୀ ଥିବା ସୂଚନା। ମୃତ ଅଧିକାରୀ 63 ରାଷ୍ଟ୍ରିୟ ରାଇଫଲର ଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଜମ୍ମୁ-କଶ୍ମୀର ପୁଲିସ ଓ ସୁରକ୍ଷାବାହିନୀ ଦ୍ୱାରା ମିଳିତ ଅପରେସନ ବେଳେ ଏଭଳି ଅଭବନୀୟ ଘଟଣା ଘଟିଛି।  ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ଭିତରେ ପାଞ୍ଚରୁ ୬ଜଣ ସଶସ୍ତ୍ର ମାଓବାଦୀ ପାଲଟା ହମଲା କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

22 Nov 2023 By The Sakala

ଆତଙ୍କୀ ହମଲାରେ ସେନା ଅଧିକାରୀ ଓ ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ବୁଧବାର ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଆତଙ୍କୀ ହମଲାରେ ଦୁଇ ଜଣ ସେନାଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସେନା ଅଧିକାରୀ ଥିବା ସୂଚନା। ମୃତ ଅଧିକାରୀ 63 ରାଷ୍ଟ୍ରିୟ ରାଇଫଲର ଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଜମ୍ମୁ-କଶ୍ମୀର ପୁଲିସ ଓ ସୁରକ୍ଷାବାହିନୀ ଦ୍ୱାରା ମିଳିତ ଅପରେସନ ବେଳେ ଏଭଳି ଅଭବନୀୟ ଘଟଣା ଘଟିଛି।  ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ଭିତରେ ପାଞ୍ଚରୁ ୬ଜଣ ସଶସ୍ତ୍ର ମାଓବାଦୀ ପାଲଟା ହମଲା କରିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର