ବିହାରରେ ଆଜିଠୁ ଆରମ୍ଭ ହେଲା ଆଣ୍ଟି ରୋମିଓ ସ୍କ୍ୱାର୍ଡ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଠନ କରିଛନ୍ତି ଆଣ୍ଟି ରୋମିଓ ସ୍କ୍ୱାର୍ଡ। ବିହାରର କିଷାନଗଞ୍ଜରୁ ଆଜିଠାରୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଯୋଜନା ଆରମ୍ଭ ହେଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ କିଶାନଗଞ୍ଜର ଦାୟିତ୍ୱରେ ଥିବା ଏସପିଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ପୁଲିସ ଷ୍ଟେସନର ଅଧିକାରୀଙ୍କୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ମଧ୍ୟ ଆଜିଠାରୁ ପଦକ୍ଷେପ ନେବା ଆରମ୍ଭ କରିଛି। ସହରର ସ୍କୁଲ ଏବଂ କଲେଜ ସମ୍ମୁଖରେ […]
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଠନ କରିଛନ୍ତି ଆଣ୍ଟି ରୋମିଓ ସ୍କ୍ୱାର୍ଡ। ବିହାରର କିଷାନଗଞ୍ଜରୁ ଆଜିଠାରୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଯୋଜନା ଆରମ୍ଭ ହେଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ କିଶାନଗଞ୍ଜର ଦାୟିତ୍ୱରେ ଥିବା ଏସପିଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ପୁଲିସ ଷ୍ଟେସନର ଅଧିକାରୀଙ୍କୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ମଧ୍ୟ ଆଜିଠାରୁ ପଦକ୍ଷେପ ନେବା ଆରମ୍ଭ କରିଛି। ସହରର ସ୍କୁଲ ଏବଂ କଲେଜ ସମ୍ମୁଖରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ପହଞ୍ଚି ରୋମିଓଗିରି କରୁଥିବା ଯୁବକମାନଙ୍କୁ ଚେତାବନୀ ଦେଇଥିଲେ। ଯେଉଁମାନେ ବିନା କାରଣରେ ସେଠାରେ ଠିଆ ହୋଇଥିଲେ, ସେମାନଙ୍କୁ କଠୋର ଚେତାବନୀ ଦେଇ ଘଉଡାଇ ଦିଆଯାଇଥିଲା। ଏଥିସହିତ ଆଣ୍ଟି ରୋମିଓ ଟିମ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବିଦ୍ୟାଳୟ ଓ କଲେଜ ବାହାରେ କେହି ରୋମିଓ କମେଣ୍ଟ ମାରୁଥିଲେ ବା ପିଛା କରୁଥିଲେ ତୁରନ୍ତ ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ଜଣାଇବାକୁ କୁହାଯାଇଛି।