ଭୂକମ୍ପରେ ଥରିଲା ଆମେରିକା, ତୀବ୍ରତା ୬.୫ ରେକର୍ଡ

The Sakala Picture
Published On

ଓ୍ବାଶିଂଟନ୍‌ : ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ଏଲ ସାଲଭାଡୋରର ଇଣ୍ଟିପୁକାର ଦକ୍ଷିଣରୁ ୨୭ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହାର ଗଭୀରତା ୭୦ କିଲୋମିଟର ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

19 Jul 2023 By The Sakala

ଭୂକମ୍ପରେ ଥରିଲା ଆମେରିକା, ତୀବ୍ରତା ୬.୫ ରେକର୍ଡ

ଓ୍ବାଶିଂଟନ୍‌ : ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ଏଲ ସାଲଭାଡୋରର ଇଣ୍ଟିପୁକାର ଦକ୍ଷିଣରୁ ୨୭ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହାର ଗଭୀରତା ୭୦ କିଲୋମିଟର ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର