ପୁଣି ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ଲାଗି ଭାରତ-ବାଂଲାଦେଶ ସୀମାସ୍ଥିତ ସୁଖଦେବପୁର ବିଏସଏଫ ପୋଷ୍ଟ ନିକଟରେ ଉଭୟ ପଟର ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ବାଂଲାଦେଶର କିଛି ଚାଷୀ ଭାରତ ପଟକୁ ଆସି ସେଠାକାର ଚାଷୀଙ୍କ ଫସଲ ନେଇ ଯାଇଥିବା ଅଭିଯୋଗ ଉଠିବା ପରେ ଉଭୟ ପଟର ଚାଷୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ସଂଘର୍ଷ ହୋଇଥିଲା। ତେବେ ବିଏସଏଫ ଏବଂ ବାଂଲାଦେଶ ସୀମା ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ସ୍ଥିତ ସ୍ବାଭାବିକ ହୋଇଥିବା […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ଲାଗି ଭାରତ-ବାଂଲାଦେଶ ସୀମାସ୍ଥିତ ସୁଖଦେବପୁର ବିଏସଏଫ ପୋଷ୍ଟ ନିକଟରେ ଉଭୟ ପଟର ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ବାଂଲାଦେଶର କିଛି ଚାଷୀ ଭାରତ ପଟକୁ ଆସି ସେଠାକାର ଚାଷୀଙ୍କ ଫସଲ ନେଇ ଯାଇଥିବା ଅଭିଯୋଗ ଉଠିବା ପରେ ଉଭୟ ପଟର ଚାଷୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ସଂଘର୍ଷ ହୋଇଥିଲା। ତେବେ ବିଏସଏଫ ଏବଂ ବାଂଲାଦେଶ ସୀମା ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ସ୍ଥିତ ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର