ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ମାଣିକ ଶାହ

The Sakala Picture
Published On

ନୂଆଦିଲ୍ଲୀ: ପୁଣିଠାରେ ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ସୋମବାର ଅନୁଷ୍ଠିତ ବୈଠକରେ ମାଣିକ ଶାହ ରାଜ୍ୟ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକ ଶାହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚରେ ୮ରେ ଶପଥ ଗ୍ରହଣ ସମାରୋହ ହେବ । ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୬୦ରୁ ୩୩ ଆସନରେ ବିଜୟୀ ହୋଇ ପୁଣି ଥରେ କ୍ଷମତାକୁ ଫେରିଛି । ଶ୍ରୀ ଶାହାଙ୍କ ଦଳ […]

ନୂଆଦିଲ୍ଲୀ: ପୁଣିଠାରେ ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ସୋମବାର ଅନୁଷ୍ଠିତ ବୈଠକରେ ମାଣିକ ଶାହ ରାଜ୍ୟ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକ ଶାହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚରେ ୮ରେ ଶପଥ ଗ୍ରହଣ ସମାରୋହ ହେବ । ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୬୦ରୁ ୩୩ ଆସନରେ ବିଜୟୀ ହୋଇ ପୁଣି ଥରେ କ୍ଷମତାକୁ ଫେରିଛି ।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

ଶ୍ରୀ ଶାହାଙ୍କ ଦଳ ବିଜେପି ଏବଂ ଏହାର ସହଯୋଗୀ ଆଇପିଏଫଟି ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ୩୩ଟି ଆସନରେ ଜିତି କ୍ଷମତାକୁ ଫେରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

06 Mar 2023 By The Sakala

ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ମାଣିକ ଶାହ

ନୂଆଦିଲ୍ଲୀ: ପୁଣିଠାରେ ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ସୋମବାର ଅନୁଷ୍ଠିତ ବୈଠକରେ ମାଣିକ ଶାହ ରାଜ୍ୟ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୌମିକ ଶାହଙ୍କ ନାମ ପ୍ରସ୍ତାବ ଦେଇଥିଲେ। ମାର୍ଚ୍ଚରେ ୮ରେ ଶପଥ ଗ୍ରହଣ ସମାରୋହ ହେବ । ତ୍ରିପୁରା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୬୦ରୁ ୩୩ ଆସନରେ ବିଜୟୀ ହୋଇ ପୁଣି ଥରେ କ୍ଷମତାକୁ ଫେରିଛି ।

ଶ୍ରୀ ଶାହାଙ୍କ ଦଳ ବିଜେପି ଏବଂ ଏହାର ସହଯୋଗୀ ଆଇପିଏଫଟି ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ୩୩ଟି ଆସନରେ ଜିତି କ୍ଷମତାକୁ ଫେରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର ସମ୍ଭାବନା ରହିଛି।

https://www.thesakala.in/national-international/again-manik-saha-set-to-become-tripura-cm/article-19602
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର