ପୁଣି ବଡ଼ ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୬.୪ ତୀବ୍ରତା ରେକର୍ଡ

The Sakala Picture
Published On

ଆଙ୍କାରା: ତୁର୍କୀ ଏବଂ ସିରିୟାରେ ସୋମବାର ରାତି ପ୍ରାୟ ୮ଟା ୩୦େର ପୁଣି ଭୂକମ୍ପ ହୋଇଛି। ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଏହି ଝଟ୍‌କା ଲେବନାନ ଏବଂ ଇସ୍ରାଏଲ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଲତାକିୟାରେ ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଦୁଇଟି ଝଟକା ଅନୁଭୁତ କରାଯାଇଛି । ସେଣ୍ଟ୍ରାଲ ଅନ୍ତାକ୍ୟାରେ ଭୂମିକମ୍ପ ପରେ ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି ।ଏହି ଭୂକମ୍ପ ଯୋଗୁଁ ଅତିକମରେ ୩ […]

ଆଙ୍କାରା: ତୁର୍କୀ ଏବଂ ସିରିୟାରେ ସୋମବାର ରାତି ପ୍ରାୟ ୮ଟା ୩୦େର ପୁଣି ଭୂକମ୍ପ ହୋଇଛି। ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଏହି ଝଟ୍‌କା ଲେବନାନ ଏବଂ ଇସ୍ରାଏଲ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଲତାକିୟାରେ ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଦୁଇଟି ଝଟକା ଅନୁଭୁତ କରାଯାଇଛି । ସେଣ୍ଟ୍ରାଲ ଅନ୍ତାକ୍ୟାରେ ଭୂମିକମ୍ପ ପରେ ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି ।ଏହି ଭୂକମ୍ପ ଯୋଗୁଁ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବାର ଖବର ମିଳିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବେ ତୁର୍କୀ ଓ ସିରିଆରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା , ଯେଉଁଥିରେ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଥିଲା । ଏବେ ପୁଣି ଥରେ ପୃଥିବୀ କମ୍ପିଛି। ୬.୪ ତୀବ୍ରତାର ବଡ଼ ଝଟକା ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି। ଏବେବି ଗତ ଭୂକମ୍ପରୁ ଲୋକେ ବାହାରି ନଥିଲା ବେଳେ ପୁଣି ଥରେ ଧ୍ୱଂସର ଆଶଙ୍କା ଠିଆ ହୋଇଛି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର