ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ ଫେସବୁକ ଓ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ୍

The Sakala Picture
Published On

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ କମ୍ପାନୀ । ଆଜି ଫେସବୁକ୍କୁ ଫେରି ‘ଆଇ ଆମ୍ ବ୍ୟାକ୍’ ବୋଲି ୧୨ ସେକଣ୍ଡର ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ଟ୍ରମ୍ପ । ସୂଚନାଯୋଗ୍ୟ, ଆମେରିକାର […]

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ କମ୍ପାନୀ । ଆଜି ଫେସବୁକ୍କୁ ଫେରି ‘ଆଇ ଆମ୍ ବ୍ୟାକ୍’ ବୋଲି ୧୨ ସେକଣ୍ଡର ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ଟ୍ରମ୍ପ ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲସ ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଲାଗିଥିଲା ବ୍ୟାନ୍ । ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା । ଏହି ଘଟଣାକୁ ନେଇ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଥିଲା । ଟ୍ୱିଟରରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ରହିଥିଲା ୮୭ ନିୟୁତ । ତେବେ ଗତବର୍ଷ ନଭେମ୍ବରରେ ଏଲନ ମସ୍କଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଟ୍ୱିଟରରେ ଅନବ୍ଲକ କରାଯାଇଥିଲା । ତେବେ ଫେସବୁକ ଓ ୟୁଟ୍ୟୁବରୁ ଆଜି ବ୍ୟାନ ଉଠିବା ପରେ ନୂଆ କଣ୍ଟେଣ୍ଟ ଅପଲୋଡ୍‌ କରିପାରିବେ ଡୋନାଲ୍ଡ ଟ୍ରମ୍ପ ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

18 Mar 2023 By The Sakala

ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ ଫେସବୁକ ଓ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ୍

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ କମ୍ପାନୀ । ଆଜି ଫେସବୁକ୍କୁ ଫେରି ‘ଆଇ ଆମ୍ ବ୍ୟାକ୍’ ବୋଲି ୧୨ ସେକଣ୍ଡର ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ଟ୍ରମ୍ପ ।

ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲସ ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଲାଗିଥିଲା ବ୍ୟାନ୍ । ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା । ଏହି ଘଟଣାକୁ ନେଇ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଥିଲା । ଟ୍ୱିଟରରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ରହିଥିଲା ୮୭ ନିୟୁତ । ତେବେ ଗତବର୍ଷ ନଭେମ୍ବରରେ ଏଲନ ମସ୍କଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଟ୍ୱିଟରରେ ଅନବ୍ଲକ କରାଯାଇଥିଲା । ତେବେ ଫେସବୁକ ଓ ୟୁଟ୍ୟୁବରୁ ଆଜି ବ୍ୟାନ ଉଠିବା ପରେ ନୂଆ କଣ୍ଟେଣ୍ଟ ଅପଲୋଡ୍‌ କରିପାରିବେ ଡୋନାଲ୍ଡ ଟ୍ରମ୍ପ ।

https://www.thesakala.in/national-international/after-two-year-donald-trump-returns-to-youtube-and-facebook/article-19912
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର