ଟ୍ୱିଟର କିଣିବା ପରେ ଏଲନ୍ ମସ୍କଙ୍କ ନଜରରେ କୋକା-କୋଲା, ଟ୍ବିଟ୍‌ କରି ଲେଖିଲେ ….

The Sakala Picture
Published On

ନ୍ୟୁୟର୍କ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପରେ ଏବେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ନଜର ପଡିଛି ଥଣ୍ଡା ପାନୀୟ କମ୍ପାନୀ କୋକୋକୋଲା ଉପରେ। ଟ୍ୱିଟର ମାଲିକ ହେବାପରେ ବେସ ସକ୍ରୀୟ ହୋଇପଡ଼ିଛନ୍ତି ଏଲନ ମସ୍କ । ଏକ ଟ୍ୱିଟ କରି ଏଲନ କହିଛନ୍ତି ଏବେ କୋକାକୋଲା ପାଳି ବୋଲି ଲେଖିଛନ୍ତି । ଅର୍ଥାତ ମସ୍କଙ୍କ ଏହି ଇଙ୍ଗିତ କହୁଛି ଆଗକୁ ସେ ଥଣ୍ଡା ପାନୀୟ କମ୍ପାନୀ କୋକାକୋଲାକୁ […]

ନ୍ୟୁୟର୍କ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପରେ ଏବେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ନଜର ପଡିଛି ଥଣ୍ଡା ପାନୀୟ କମ୍ପାନୀ କୋକୋକୋଲା ଉପରେ। ଟ୍ୱିଟର ମାଲିକ ହେବାପରେ ବେସ ସକ୍ରୀୟ ହୋଇପଡ଼ିଛନ୍ତି ଏଲନ ମସ୍କ । ଏକ ଟ୍ୱିଟ କରି ଏଲନ କହିଛନ୍ତି ଏବେ କୋକାକୋଲା ପାଳି ବୋଲି ଲେଖିଛନ୍ତି । ଅର୍ଥାତ ମସ୍କଙ୍କ ଏହି ଇଙ୍ଗିତ କହୁଛି ଆଗକୁ ସେ ଥଣ୍ଡା ପାନୀୟ କମ୍ପାନୀ କୋକାକୋଲାକୁ କିଣିବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ମସ୍କ ଟ୍ୱିଟ କରି କହିଛନ୍ତି, ଏବେ କୋକା କୋଲା କିଣିବାକୁ ଯାଉଛି । ‘କୋକେନ୍‌’ ପାନୀୟକୁ ପୁଣି ଫେରାଇ ଆଣିବା ଲାଗି ଏଥର ‘କୋକା-କୋଲା’ କିଣିବେ ବୋଲି ‘ଟେଲ୍‌ସା ସିଇଓ’ ଏଲନ୍‌ ମସ୍କ୍‌ କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ‘କୋକେନ୍‌’ ପାନୀୟର ପୁନଃ ପ୍ରଚଳନ ନିମନ୍ତେ ଅତି ଶୀଘ୍ର ମୁଁ ‘କୋକା-କୋଲା’ କିଣିବି।

ଏଲନ ମସ୍କଙ୍କ ଏହି ଟ୍ୱିଟ ପରେ ଲକ୍ଷାଧିକ ଲୋକ କମେଣ୍ଟ ଏବଂ ଟ୍ୱିଟ କରିବାରେ ଲାଗିଛନ୍ତି । ଟ୍ୱିଟରର ନୂଆ ମାଲିକ ଆଗକୁ କୋକାକୋଲା କିଣିବାକୁ ଯାଉଥିବା ଖବର ପ୍ରଚାର ହୋଇଛି । ସେପଟେ ଏହାର କିଛି ସମୟ ପରେ ମସ୍କ ପୁଣି ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ଏଲନ ମସ୍କ କହିଛନ୍ତି- ଟ୍ୱିଟର ଆଗକୁ ଆହୁରି ଖୁସି ବନାଇବାର ସ୍ଥାନ ହେବା ଦରକାର ।

ସେହିପରି ଏଲନ ମସ୍କ ନିଜର ଏକ ପୁରୁଣା ଟ୍ୱିଟକୁ ସ୍କ୍ରିନସଟ କରି ପୋଷ୍ଟ କରିଛନ୍ତି । ଉକ୍ତ ପୋଷ୍ଟରେ ମସ୍କ ଲେଖିଛନ୍ତି- ମୁଁ ଆଗକୁ ମେକଡୋନଲ୍ଡାସ କିଣିବାକୁ ଯାଉଛି । ଏବଂ ଆଗକୁ ସମସ୍ତ ଆଇସକ୍ରିମ ମେସିନ ଠିକ କରିଦେବି । ନିଜେ ମଧ୍ୟ ମସ୍କ କମେଣ୍ଟରେ ଲେଖିଛନ୍ତି- ଶୁଣ, ମୁଁ ଚମତ୍କାର କରିପାରେ ନାହିଁ । ଅର୍ଥାତ ଏଲନ ମସ୍କ ଆଗକୁ କୋକାକୋଲା କିଣିବାକୁ ଯାଉଛନ୍ତି ବୋଲି ଯଦି ବା ଇଙ୍ଗିତ ଦେଇଛନ୍ତି କିନ୍ତୁ ଏହା କେତେଦୂର ସଫଳ ହେବାକୁ ଯାଉଛି ଆଗକୁ ଜଣାପଡ଼ିବ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଟ୍ବିଟରକୁ ସମସ୍ତେ ଆପଣାଇଛନ୍ତି । ସୋସିଆଲ ମିଡିଆରେ ଅଧିକ ୟୁଜର୍ସ ରଖିଥିବା ପ୍ଲାଟଫର୍ମ । ସାଧାରଣ ଯୁଜର୍ସଟି ବିଶେଷ ଭାବେ ସୂଚନା ଏବଂ ଖବର ପାଇବା ପାଇଁ ବ୍ୟବହାର କରିଥାନ୍ତି । ମିଳିଥିବା ସୂଚନା ମୁତାବକ ଆମେରିକାରେ ସବୁଠୁ ଅଧିକା ଲୋକ ଟ୍ବିଟର ବ୍ୟବହାର କରିଥାନ୍ତି । ଦ୍ୱିତୀୟ ସ୍ଥାନରେ ଜାପାନ ଥିବାବେଳେ ଟ୍ୱିଟର ବ୍ୟବହାରକାରୀ ଭାବେ ତୃତୀୟ ସ୍ଥାନରେ ରହିଛି ଭାରତ । ତେବେ ବିଶ୍ୱର ବଡ଼ ସୋସିଆଲ ପ୍ଲାଟଫର୍ମର ମାଲିକାନା ଅକ୍ତିଆର କରିଥିବା ଏଲନ ମସ୍କ ଆଗକୁ କଣ କୋକାକୋଲା କିଣିବେ  ତାହା ଅଗାକୁ ଜଣାପଡିବ।

28 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର