ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

The Sakala Picture
Published On

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି।  ଏହା କହିବା ବେଳେ ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି। ସୂଚନାଯୋଗ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ […]

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି।  ଏହା କହିବା ବେଳେ ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ବାଧ୍ୟତାମୂଳକ ଶ୍ରମ ଅଭିଯୋଗ: ଭାରତ ସମେତ ୬୦ଟି ଦେଶ ଉପରେ ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକାର ପ୍ରସ୍ତାବ

ସୂଚନାଯୋଗ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିଡ଼ିଓରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ତାଙ୍କର  ଏଭଳି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହାଛଡ଼ା ଏଭଳି ମନ୍ତ୍ରବ୍ୟକୁ ନେଇ ମଧ୍ୟ ସଂସଦରେ ବିରୋଧୀଙ୍କୁ ସରକାରୀ ଦଳର ସାଂସଦମାନେ ଟାର୍ଗେଟ କରି ସମାଲୋଚନା କରିଥିଲେ। ମନ୍ତ୍ରୀ ସ୍ମୃତି ଇରାନି ଓ ନିର୍ମଳା ସୀତାରମଣ ଏହି ମନ୍ତବ୍ୟକୁ ବିରୋଧ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଜଣେ ଆଦିବାସୀ ମହିଳାଙ୍କୁ ଅସମ୍ମାନ କରିଛି କଂଗ୍ରେସ । ଏଥିପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିବା ସହ କଂଗ୍ରେସ ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି ବୋଲି ବିଜେପି କହିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

ଅନ୍ୟପଟେ ଆଜି ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ଅଧିର। ଅଧିର କହିଛନ୍ତି- ମୁଁ ଅପେକ୍ଷା କରିଛି ଯେ, ମୋତେ ବିଜେପି ଆତଙ୍କବାଦୀ ଘୋଷଣା କରୁ ଏବଂ ୟୁଏପିଏ ଅଧୀନରେ ଗିରଫ କରୁ। ସେମାନେ ଆଦିବାସୀମାନଙ୍କର ଚାମ୍ପିଅନ୍ ହେବାକୁ ଚାହାଁନ୍ତି। ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅଣାଯାଇଥିବା ଆଇନରେ ପରିବର୍ତ୍ତନ କରାଯାଉଛି। ସେପଟେ ବିଜେପି ଆଦିବାସୀଙ୍କ ବିରୋଧରେ କାର୍ଯ୍ୟ କରୁଛି ବୋଲି ଦାବି କରିଛନ୍ତି ଅଧିର।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟ କାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

29 Jul 2022 By The Sakala

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ନେଇ କ୍ଷମା ମାଗିଲେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି।  ଏହା କହିବା ବେଳେ ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି।

ସୂଚନାଯୋଗ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିଡ଼ିଓରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ। ତାଙ୍କର  ଏଭଳି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହାଛଡ଼ା ଏଭଳି ମନ୍ତ୍ରବ୍ୟକୁ ନେଇ ମଧ୍ୟ ସଂସଦରେ ବିରୋଧୀଙ୍କୁ ସରକାରୀ ଦଳର ସାଂସଦମାନେ ଟାର୍ଗେଟ କରି ସମାଲୋଚନା କରିଥିଲେ। ମନ୍ତ୍ରୀ ସ୍ମୃତି ଇରାନି ଓ ନିର୍ମଳା ସୀତାରମଣ ଏହି ମନ୍ତବ୍ୟକୁ ବିରୋଧ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଜଣେ ଆଦିବାସୀ ମହିଳାଙ୍କୁ ଅସମ୍ମାନ କରିଛି କଂଗ୍ରେସ । ଏଥିପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିବା ସହ କଂଗ୍ରେସ ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି ବୋଲି ବିଜେପି କହିଥିଲା।

ଅନ୍ୟପଟେ ଆଜି ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ଅଧିର। ଅଧିର କହିଛନ୍ତି- ମୁଁ ଅପେକ୍ଷା କରିଛି ଯେ, ମୋତେ ବିଜେପି ଆତଙ୍କବାଦୀ ଘୋଷଣା କରୁ ଏବଂ ୟୁଏପିଏ ଅଧୀନରେ ଗିରଫ କରୁ। ସେମାନେ ଆଦିବାସୀମାନଙ୍କର ଚାମ୍ପିଅନ୍ ହେବାକୁ ଚାହାଁନ୍ତି। ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅଣାଯାଇଥିବା ଆଇନରେ ପରିବର୍ତ୍ତନ କରାଯାଉଛି। ସେପଟେ ବିଜେପି ଆଦିବାସୀଙ୍କ ବିରୋଧରେ କାର୍ଯ୍ୟ କରୁଛି ବୋଲି ଦାବି କରିଛନ୍ତି ଅଧିର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର