ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପୁଣି ସଲମାନ ଖାନଙ୍କୁ ଧମକ, ୫ କୋଟି ଟଙ୍କା ଦାବି କଲେ ଦୁର୍ବୃତ୍ତ…

The Sakala Picture
Published On

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ। ମେସେଜ୍ ଦେଇ ୫ କୋଟି ମାଗିଛି ଦୁର୍ବୃତ୍ତ। ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ଦେବାକୁ ଏହି ୫ କୋଟି ମାଗିଛି ଦୁର୍ବୃତ୍ତ। ସଲମାନ ଖାନଙ୍କୁ ମେସେଜ୍ ଦେଇ ଏହି ବିବାଦର ଅନ୍ତ ଘଟାଇବ ବୋଲି କହିଛି ଦୁର୍ବୃତ୍ତ। ଟଙ୍କା ନଦେଲେ ଏନସିପି ନେତା ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇଛି। ମୁମ୍ବାଇ ଟ୍ରାଫିକ୍ […]

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ। ମେସେଜ୍ ଦେଇ ୫ କୋଟି ମାଗିଛି ଦୁର୍ବୃତ୍ତ। ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ଦେବାକୁ ଏହି ୫ କୋଟି ମାଗିଛି ଦୁର୍ବୃତ୍ତ। ସଲମାନ ଖାନଙ୍କୁ ମେସେଜ୍ ଦେଇ ଏହି ବିବାଦର ଅନ୍ତ ଘଟାଇବ ବୋଲି କହିଛି ଦୁର୍ବୃତ୍ତ। ଟଙ୍କା ନଦେଲେ ଏନସିପି ନେତା ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ମେସେଜ୍। ବାର୍ତ୍ତା ପଠାଇଥିବା ବ୍ଯକ୍ତି ଜଣକ ନିଜକୁ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ସଦସ୍ୟ ବୋଲି କହିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ଏହାକୁ ହାଲୁକା ଭାବେ ନନେବାକୁ ମେସେଜରେ ଚେତାବନୀ ଦେଇଛି ଦୁର୍ବୃତ୍ତ। ଯଦି ଜୀବନରେ ବଞ୍ଚିବାକୁ ଚାହୁଁଛ ଏବଂ ଲରେନ୍ସ ବିଷ୍ଣୋଇ ସହ ବିବାଦ ତୁଟାଇବାକୁ ଚାହୁଁଛ ତେବେ ଏହି ୫ କୋଟି ଟଙ୍କା ଦେବାକୁ ପଡିବ ବୋଲି ଚେତାବନୀ ଦେଇଛି। ମାମଲାକୁ ଅତି ଗମ୍ଭୀରତାର ଭାବେ ନେବା ସହ ତନାଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣର ଶିକାର ହେଲା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ, ହର୍ମୁଜ ପ୍ରଣାଳୀରେ ବଢୁଛି ଉତ୍ତେଜନା

ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା। ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ । କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗର ହେଚେନମାନେ ମଧ୍ୟ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି।

ଆହୁରି ପଢ଼ନ୍ତୁ: ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

18 Oct 2024 By The Sakala

ପୁଣି ସଲମାନ ଖାନଙ୍କୁ ଧମକ, ୫ କୋଟି ଟଙ୍କା ଦାବି କଲେ ଦୁର୍ବୃତ୍ତ…

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ। ମେସେଜ୍ ଦେଇ ୫ କୋଟି ମାଗିଛି ଦୁର୍ବୃତ୍ତ। ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ସଲମାନ ଖାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ଦେବାକୁ ଏହି ୫ କୋଟି ମାଗିଛି ଦୁର୍ବୃତ୍ତ। ସଲମାନ ଖାନଙ୍କୁ ମେସେଜ୍ ଦେଇ ଏହି ବିବାଦର ଅନ୍ତ ଘଟାଇବ ବୋଲି କହିଛି ଦୁର୍ବୃତ୍ତ। ଟଙ୍କା ନଦେଲେ ଏନସିପି ନେତା ବାବା ସିଦ୍ଦିକିଙ୍କ ଠାରୁ ମଧ୍ୟ ଅବସ୍ଥା ଖରାପ ହେବ ବୋଲି ଚେତାବନୀ ଦେଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ମେସେଜ୍। ବାର୍ତ୍ତା ପଠାଇଥିବା ବ୍ଯକ୍ତି ଜଣକ ନିଜକୁ ଗ୍ଯାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ସଦସ୍ୟ ବୋଲି କହିଛି।

ଏହାକୁ ହାଲୁକା ଭାବେ ନନେବାକୁ ମେସେଜରେ ଚେତାବନୀ ଦେଇଛି ଦୁର୍ବୃତ୍ତ। ଯଦି ଜୀବନରେ ବଞ୍ଚିବାକୁ ଚାହୁଁଛ ଏବଂ ଲରେନ୍ସ ବିଷ୍ଣୋଇ ସହ ବିବାଦ ତୁଟାଇବାକୁ ଚାହୁଁଛ ତେବେ ଏହି ୫ କୋଟି ଟଙ୍କା ଦେବାକୁ ପଡିବ ବୋଲି ଚେତାବନୀ ଦେଇଛି। ମାମଲାକୁ ଅତି ଗମ୍ଭୀରତାର ଭାବେ ନେବା ସହ ତନାଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ।

ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା। ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ । କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗର ହେଚେନମାନେ ମଧ୍ୟ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି।

ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର