ଜମ୍ମୁ-କାଶ୍ମୀରରେ ଗୋଟିଏ ଆସନ ଜିତିଲା ଆପ୍‌, ଡୋଡା ଆସନରୁ ବିଜୟୀ ହେଲେ ଆପ ପ୍ରାର୍ଥୀ ମେହରାଜ

The Sakala Picture
Published On

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ  ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି। ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆପ ସରପ୍ରାଇଜ କରିଛି। ଗୋଟିଏ ଆସନ ଜିତିଛି। ଡୋଡାରୁ ବିଜୟୀ ହୋଇଛନ୍ତି ଆପ ପ୍ରାର୍ଥୀ ମେହରାଜ ମଲିକ। ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର […]

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ  ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି। ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆପ ସରପ୍ରାଇଜ କରିଛି। ଗୋଟିଏ ଆସନ ଜିତିଛି। ଡୋଡାରୁ ବିଜୟୀ ହୋଇଛନ୍ତି ଆପ ପ୍ରାର୍ଥୀ ମେହରାଜ ମଲିକ। ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର ୭୭୦ ଖଣ୍ଡ ଭୋଟରେ ଜିତିଛନ୍ତି । ମେହରାଜ ମଲ୍ଲିକ ୨୨ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଗଜୟା ସିଂହ ରାଣାଙ୍କୁ ୧୮ ହଜାର ୧୭୪ ଖଣ୍ଡ ଭୋଟ ମିଳିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୪୬ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୯ ସିଟରେ ଓ ପିଡିପି ୪ ଟି ସିଟରେ ଆଗୁଆ ରହିଛି।  ସ୍ବାଧୀନପ୍ରାର୍ଥୀ ୧୧ ଟି ସିଟରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ଆପ ବିଜୟୀ ଲାଭ କରିଛି।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

08 Oct 2024 By The Sakala

ଜମ୍ମୁ-କାଶ୍ମୀରରେ ଗୋଟିଏ ଆସନ ଜିତିଲା ଆପ୍‌, ଡୋଡା ଆସନରୁ ବିଜୟୀ ହେଲେ ଆପ ପ୍ରାର୍ଥୀ ମେହରାଜ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ  ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି। ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆପ ସରପ୍ରାଇଜ କରିଛି। ଗୋଟିଏ ଆସନ ଜିତିଛି। ଡୋଡାରୁ ବିଜୟୀ ହୋଇଛନ୍ତି ଆପ ପ୍ରାର୍ଥୀ ମେହରାଜ ମଲିକ। ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର ୭୭୦ ଖଣ୍ଡ ଭୋଟରେ ଜିତିଛନ୍ତି । ମେହରାଜ ମଲ୍ଲିକ ୨୨ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଗଜୟା ସିଂହ ରାଣାଙ୍କୁ ୧୮ ହଜାର ୧୭୪ ଖଣ୍ଡ ଭୋଟ ମିଳିଛି।

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୪୬ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୯ ସିଟରେ ଓ ପିଡିପି ୪ ଟି ସିଟରେ ଆଗୁଆ ରହିଛି।  ସ୍ବାଧୀନପ୍ରାର୍ଥୀ ୧୧ ଟି ସିଟରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ଆପ ବିଜୟୀ ଲାଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର