ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ

The Sakala Picture
Published On

ନୂଆଦିଲ୍ଲୀ: ସୈଫ୍‌ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ । ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା ମିଳିଛି । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଏହି ସନ୍ଦିଗ୍ଧକୁ ଧରିଛି ରେଲୱେ ପୋଲିସ । ସନ୍ଦିଗ୍ଧ ଜଣକ ଜ୍ଞାନଶ୍ବେରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଖବର ପାଇ ସ୍ଥାନୀୟ ପୋଲିସର ସହାୟତାରେ ତାକୁ ଟ୍ରେନରୁ ଓହ୍ଲାଇଦିଆଯାଇଥିଲା। ବର୍ତ୍ତମାନ ତାକୁ ହେପାଜତରେ ରଖି ପୋଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଗତ ୧୫ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍‌ […]

ନୂଆଦିଲ୍ଲୀ: ସୈଫ୍‌ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆଉ ଜଣେ ସନ୍ଦିଗ୍ଧ ଅଟକ । ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା ମିଳିଛି । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଏହି ସନ୍ଦିଗ୍ଧକୁ ଧରିଛି ରେଲୱେ ପୋଲିସ । ସନ୍ଦିଗ୍ଧ ଜଣକ ଜ୍ଞାନଶ୍ବେରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଖବର ପାଇ ସ୍ଥାନୀୟ ପୋଲିସର ସହାୟତାରେ ତାକୁ ଟ୍ରେନରୁ ଓହ୍ଲାଇଦିଆଯାଇଥିଲା। ବର୍ତ୍ତମାନ ତାକୁ ହେପାଜତରେ ରଖି ପୋଲିସ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନାଯୋଗ୍ୟ, ଗତ ୧୫ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍‌ ଅଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଏହି ଆକ୍ରମଣରେ ଅଭିନେତା ସୈଫ୍‌ ଅଲୀ ଖାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସୈଫଙ୍କ ମେରୁ ହାଡ଼ରୁ ନିକଟରୁ ଛୁରୀର ଏକ ଅଂଶ ମଧ୍ୟ କଢ଼ାଯାଇଛି। ଦୁଇଟି ସର୍ଜରୀ ପରେ ଅଭିନେତା ଏବେ ବିପଦମୁକ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର