ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ଯାତ୍ରୀବାହୀ ଟେମ୍ପୋକୁ ଧକ୍କାଦେଲା ବସ୍ ଓ ଟ୍ୟାଙ୍କର; ୯ ମୃତ, ୧୦ ଆହତ

The Sakala Picture
Published On

କର୍ଣ୍ଣାଟକ: ସକାଳୁ ସକାଳୁ କର୍ଣ୍ଣାଟକ ହସନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନାନୁସାରେ, ଧର୍ମସ୍ଥଳ, ସୁବ୍ରମଣ୍ୟା, ହାସାନମ୍ବାଙ୍କ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଏକ ଯାତ୍ରୀବାହୀ ଟେମ୍ପୋକୁ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ମୃତ୍ୟୁବରଣ […]

କର୍ଣ୍ଣାଟକ: ସକାଳୁ ସକାଳୁ କର୍ଣ୍ଣାଟକ ହସନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନାନୁସାରେ, ଧର୍ମସ୍ଥଳ, ସୁବ୍ରମଣ୍ୟା, ହାସାନମ୍ବାଙ୍କ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଏକ ଯାତ୍ରୀବାହୀ ଟେମ୍ପୋକୁ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଟେମ୍ପୋରେ ଥିଲେ । ଅନ୍ୟ ୧୦ଜଣ ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଘଟଣାସ୍ତଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

16 Oct 2022 By The Sakala

ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ଯାତ୍ରୀବାହୀ ଟେମ୍ପୋକୁ ଧକ୍କାଦେଲା ବସ୍ ଓ ଟ୍ୟାଙ୍କର; ୯ ମୃତ, ୧୦ ଆହତ

କର୍ଣ୍ଣାଟକ: ସକାଳୁ ସକାଳୁ କର୍ଣ୍ଣାଟକ ହସନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନାନୁସାରେ, ଧର୍ମସ୍ଥଳ, ସୁବ୍ରମଣ୍ୟା, ହାସାନମ୍ବାଙ୍କ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଏକ ଯାତ୍ରୀବାହୀ ଟେମ୍ପୋକୁ ବସ୍ ଓ ଟ୍ୟାଙ୍କର ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଟେମ୍ପୋରେ ଥିଲେ । ଅନ୍ୟ ୧୦ଜଣ ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଘଟଣାସ୍ତଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.thesakala.in/national-international/9-dead-and-10-injured-in-three-vehicle-pile-up-in-karnatakas-hassan/article-15774
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର