ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ, ବୋରୱେଲରେ ପଡି ୫ ଦିନର ସଂଘର୍ଷ ପରେ ତନ୍ମୟ ମୃତାବସ୍ଥାରେ ଉଦ୍ଧାର

The Sakala Picture
Published On

ଭୋପାଳ: ଶେଷରେ ଜୀବନ ଯୁଦ୍ଧ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରୱେଲରେ ୫ ଦିନଧରି ଫସିଥିବା ତନ୍ମୟ ମୃତ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିଲା ୮ ବର୍ଷର ତନ୍ମୟ ସାହୁ । ୫ ଦିନ ପରେ ବୋରେୱ୍ୱେଲ୍‌ ଭିତରୁ ଉଦ୍ଧାର ତନ୍ମୟର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର […]

ଭୋପାଳ: ଶେଷରେ ଜୀବନ ଯୁଦ୍ଧ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରୱେଲରେ ୫ ଦିନଧରି ଫସିଥିବା ତନ୍ମୟ ମୃତ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିଲା ୮ ବର୍ଷର ତନ୍ମୟ ସାହୁ । ୫ ଦିନ ପରେ ବୋରେୱ୍ୱେଲ୍‌ ଭିତରୁ ଉଦ୍ଧାର ତନ୍ମୟର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର କରିଥିଲେ । ଉଦ୍ଧାର ପରେ ଜଣାଯାଇଥିଲା ତନ୍ମୟ ମୃତ୍ୟୁବରଣ କରିଛି । ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହି ଖବର ଏବେ ପରିବାର ସହିତ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

୪ଦିନ ହେବ ୪ଶହ ଫୁଟ ବୋରଓ୍ବେଲରେ ଫଶିଥିଲା କଅଁଳ ଜୀବନ । ପ୍ରାୟ ୫୩ ଫୁଟ ଭିତରେ ତନ୍ମୟ ଅଟକି ରହିଥିଲା । ୪ଦିନ ହେବ ଏନଡିଆରଏଫ୍ , ଏସଡିଆରଏଫ ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ବଡ଼ ଚଟାଣ ପଡ଼ିବାରୁ ଖନନରେ ବାଧା ଉପୁଜିଥିଲା । ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ବୋରଓ୍ବେଲ ଭିତରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟିହେବା ଆଶଙ୍କା ରହିଥିଲା । ହେଲେ ଶେଷରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ଆଜି ଭୋରରୁ ପହଞ୍ଚିଥିଲେ । ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଥିଲା । ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୬ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ସପ୍ତାହେ ପୂର୍ବରୁ ନିଜେ ସୁନୀଲ ଏହି ବୋରୱେଲ ଖୋଳିଥିଲେ ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

10 Dec 2022 By The Sakala

ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ, ବୋରୱେଲରେ ପଡି ୫ ଦିନର ସଂଘର୍ଷ ପରେ ତନ୍ମୟ ମୃତାବସ୍ଥାରେ ଉଦ୍ଧାର

ଭୋପାଳ: ଶେଷରେ ଜୀବନ ଯୁଦ୍ଧ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରୱେଲରେ ୫ ଦିନଧରି ଫସିଥିବା ତନ୍ମୟ ମୃତ । ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ବୋରଓ୍ବେଲରେ ଫସିଥିଲା ୮ ବର୍ଷର ତନ୍ମୟ ସାହୁ । ୫ ଦିନ ପରେ ବୋରେୱ୍ୱେଲ୍‌ ଭିତରୁ ଉଦ୍ଧାର ତନ୍ମୟର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର କରିଥିଲେ । ଉଦ୍ଧାର ପରେ ଜଣାଯାଇଥିଲା ତନ୍ମୟ ମୃତ୍ୟୁବରଣ କରିଛି । ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହି ଖବର ଏବେ ପରିବାର ସହିତ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ ଦେଇଛି।

୪ଦିନ ହେବ ୪ଶହ ଫୁଟ ବୋରଓ୍ବେଲରେ ଫଶିଥିଲା କଅଁଳ ଜୀବନ । ପ୍ରାୟ ୫୩ ଫୁଟ ଭିତରେ ତନ୍ମୟ ଅଟକି ରହିଥିଲା । ୪ଦିନ ହେବ ଏନଡିଆରଏଫ୍ , ଏସଡିଆରଏଫ ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ବଡ଼ ଚଟାଣ ପଡ଼ିବାରୁ ଖନନରେ ବାଧା ଉପୁଜିଥିଲା । ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା ।

ବୋରଓ୍ବେଲ ଭିତରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟିହେବା ଆଶଙ୍କା ରହିଥିଲା । ହେଲେ ଶେଷରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ଆଜି ଭୋରରୁ ପହଞ୍ଚିଥିଲେ । ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଥିଲା । ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୬ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ସପ୍ତାହେ ପୂର୍ବରୁ ନିଜେ ସୁନୀଲ ଏହି ବୋରୱେଲ ଖୋଳିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର