ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ

The Sakala Picture
Published On

ନୂଆଦିଲ୍ଲୀ: ଆସାମରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି। ଆସାମର ଦିବାଲଙ୍ଗ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଛି। ଅପରାହ୍ନ ସମୟରେ ଏହି ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇ ନଥିବା ଜଣାପଡିଛି । ଟ୍ରେନର ୮ କୋଚ୍ ଲାଇନଚ୍ଯୁତ ହୋଇଥିଲା । ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦାରପୁର ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଟ୍ରେନର ପାୱାର କାର […]

ନୂଆଦିଲ୍ଲୀ: ଆସାମରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି। ଆସାମର ଦିବାଲଙ୍ଗ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଛି। ଅପରାହ୍ନ ସମୟରେ ଏହି ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇ ନଥିବା ଜଣାପଡିଛି । ଟ୍ରେନର ୮ କୋଚ୍ ଲାଇନଚ୍ଯୁତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦାରପୁର ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଟ୍ରେନର ପାୱାର କାର ସହ ଇଂଜିନ ମଧ୍ୟ ରେଳଧାରଣାରୁ ବାହାରକୁ ଚାଲିଯାଇଛି । ଲୁମଡିଙ୍ଗ-ବଦାରପୁର ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

17 Oct 2024 By The Sakala

ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ

ନୂଆଦିଲ୍ଲୀ: ଆସାମରେ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ। ମୁମ୍ବାଇ ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି। ଆସାମର ଦିବାଲଙ୍ଗ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ଯୁତ ହୋଇଛି। ଅପରାହ୍ନ ସମୟରେ ଏହି ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇ ନଥିବା ଜଣାପଡିଛି । ଟ୍ରେନର ୮ କୋଚ୍ ଲାଇନଚ୍ଯୁତ ହୋଇଥିଲା ।

ଲୁମଡିଙ୍ଗ ଡିଭିଜନର ଲୁମଡିଙ୍ଗ-ବଦାରପୁର ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା । ଟ୍ରେନର ପାୱାର କାର ସହ ଇଂଜିନ ମଧ୍ୟ ରେଳଧାରଣାରୁ ବାହାରକୁ ଚାଲିଯାଇଛି । ଲୁମଡିଙ୍ଗ-ବଦାରପୁର ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର