ଦିଲ୍ଲୀର ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଅଘଟଣ । ଦିଲ୍ଲୀ ବିବେକ ବିହାରରେ ଥିବା ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ। ମଧ୍ୟରାତିରେ ମେଡିକାଲରେ ଲାଗିଲା ନିଆଁ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ୭ ଶିଶୁଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବେବି କେୟାର କେନ୍ଦ୍ରରେ‌ […]

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଅଘଟଣ । ଦିଲ୍ଲୀ ବିବେକ ବିହାରରେ ଥିବା ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ। ମଧ୍ୟରାତିରେ ମେଡିକାଲରେ ଲାଗିଲା ନିଆଁ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ୭ ଶିଶୁଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବେବି କେୟାର କେନ୍ଦ୍ରରେ‌ ଲାଗିଥିବା ନିଆଁ ନିକଟସ୍ଥ ଏକ ଆବାସିକ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହି କୋଠାରୁ ୧୧-୧୨ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା |

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ପୋଲିସ ଓ ଦମକଳ ବାହିନୀ ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେଥିରୁ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପ୍ରାରମ୍ଭିକ ତଦନ୍ତରୁ ବେବି କେୟାର ସେଣ୍ଟର ନିକଟରେ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ଗ୍ୟାସ ରିଫିଲିଂ ବେଳେ ବିସ୍ଫୋରଣର ହୋଇଥିଲା । ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହା ନିଶ୍ଚିତ ହୋଇନାହିଁ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

26 May 2024 By The Sakala

ଦିଲ୍ଲୀର ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଅଘଟଣ । ଦିଲ୍ଲୀ ବିବେକ ବିହାରରେ ଥିବା ଏକ ବେବି କେୟାର୍‌ ସେଣ୍ଟର୍‌ରେ ଭୟାବହ ଅଗ୍ନିକାଣ୍ଡ। ମଧ୍ୟରାତିରେ ମେଡିକାଲରେ ଲାଗିଲା ନିଆଁ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ୭ ଶିଶୁଙ୍କ ଜୀବନ । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବେବି କେୟାର କେନ୍ଦ୍ରରେ‌ ଲାଗିଥିବା ନିଆଁ ନିକଟସ୍ଥ ଏକ ଆବାସିକ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହି କୋଠାରୁ ୧୧-୧୨ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା |

ପୋଲିସ ଓ ଦମକଳ ବାହିନୀ ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେଥିରୁ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପ୍ରାରମ୍ଭିକ ତଦନ୍ତରୁ ବେବି କେୟାର ସେଣ୍ଟର ନିକଟରେ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ଗ୍ୟାସ ରିଫିଲିଂ ବେଳେ ବିସ୍ଫୋରଣର ହୋଇଥିଲା । ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହା ନିଶ୍ଚିତ ହୋଇନାହିଁ।

https://www.thesakala.in/national-international/7-newborns-killed-in-massive-fire-at-delhis-baby-care-centre/article-32425
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର