ମନୋରଞ୍ଜନ
ଓଡ଼ିଶା
ସିଲିଣ୍ଡର ଫାଟି ଭୁଶୁଡିଲା ୨ ମହଲା କୋଠା; ୭ ମୃତ ଓ ୭ ଆହତ
ଉତ୍ତରପ୍ରଦେ: ଉତ୍ତରପ୍ରଦେଶ ଗୋଣ୍ଡାରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ ଘଟି ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡି ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳେ ଫସିରହିଥିଲେ । ତେବେ ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ […]
ଉତ୍ତରପ୍ରଦେ: ଉତ୍ତରପ୍ରଦେଶ ଗୋଣ୍ଡାରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ ଘଟି ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡି ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳେ ଫସିରହିଥିଲେ । ତେବେ ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ଯ ଜାରି ରଖିଛି।
Gonda: Two adjacent houses collapsed after a cylinder blast at Tikri village in Wazir Ganj area last night.
ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'“14 people have been rescue, 7 of them have been declared dead and 7 others are undergoing treatment at a hospital,” said SP Santosh Kumar Mishra. pic.twitter.com/V6wGRwzilx
ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ— ANI UP (@ANINewsUP) June 2, 2021
ସୂଚନା ଅନୁଯାୟୀ, ୱାଜିରଗଞ୍ଜ ପୁଲିସ ଷ୍ଟେସନ ଅଧୀନରେ ଥିବା ଟିକ୍ରିପୁର ଗାଁରେ ଘଟିଛି ଏହି ଅଘଟଣ। ଯେଉଁଠାରେ ଏକ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି । ସର୍ଚ୍ଚ ଅପରେସନ ଜାରି ରଖିଛି ପୁଲିସ। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ଦେଇଛି ପୁଲିସ୍। ତେବେ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡର ବିସ୍ଫୋରଣ ବୋଲି ପୁଲିସ ଅନୁମାନ କରୁଛି।
ସିଲିଣ୍ଡର ଫାଟି ଭୁଶୁଡିଲା ୨ ମହଲା କୋଠା; ୭ ମୃତ ଓ ୭ ଆହତ
ଉତ୍ତରପ୍ରଦେ: ଉତ୍ତରପ୍ରଦେଶ ଗୋଣ୍ଡାରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ ଘଟି ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡି ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ପୁରୁଷ, ୨ ମହିଳା ଓ ୩ଜଣ ଶିଶୁ ରହିଛନ୍ତି। ଘଟଣାରେ ପ୍ରାୟ ୧୪ ଜଣ ମାଟି ତଳେ ଫସିରହିଥିଲେ । ତେବେ ସେମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି। ଭଙ୍ଗା କୋଠା ତଳେ ଆହୁରି ବି କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ଯ ଜାରି ରଖିଛି।
Gonda: Two adjacent houses collapsed after a cylinder blast at Tikri village in Wazir Ganj area last night.
“14 people have been rescue, 7 of them have been declared dead and 7 others are undergoing treatment at a hospital,” said SP Santosh Kumar Mishra. pic.twitter.com/V6wGRwzilx
— ANI UP (@ANINewsUP) June 2, 2021