ସଙ୍କଟରେ କରୋନା ଯୋଦ୍ଧା: ଗୋଟିଏ ଦିନରେ ୫୦ ଡାକ୍ତରଙ୍କ ମୃତ୍ୟୁ, ଦ୍ୱିତୀୟ ଲହରରେ କରୋନା ନେଲାଣି ୨୪୪ ଜଣ ଡାକ୍ତରଙ୍କ ଜୀବନ

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀରରେ ଦିନକରେ ହଜାର ହଜାର ଲୋକ ପ୍ରାଣ ହାରାଉଥିବା ବେଳେ ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି।  ଏ  ନେଇ ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି। କେବଳ ଦ୍ୱିତୀୟ ଲହରରେ ମୋଟ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ ସର୍ବାଧିକ ୬୯, ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ଏହି କରୋନାରେ ସବୁଠୁ କନିଷ୍ଠ […]

ନୂଆଦିଲ୍ଲୀ: କରୋନା ମହାମାରୀରରେ ଦିନକରେ ହଜାର ହଜାର ଲୋକ ପ୍ରାଣ ହାରାଉଥିବା ବେଳେ ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି।  ଏ  ନେଇ ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି। କେବଳ ଦ୍ୱିତୀୟ ଲହରରେ ମୋଟ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ ସର୍ବାଧିକ ୬୯, ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ଏହି କରୋନାରେ ସବୁଠୁ କନିଷ୍ଠ ଡାକ୍ତର ଅନାସ ମୁଜାହିଦ ମାତ୍ର ୨୫ ବର୍ଷ ବୟସରେ କରୋନାରେ ପ୍ରାଣ ହରାଇଛନ୍ତି । ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇଛନ୍ତି । ବହୁ ଡାକ୍ତର ଟିକା ନେଇ ନଥିଲେ । ଦେଶରେ ଟିକାକରଣକୁ ପାଞ୍ଚ ମାସ ବିତିଥିଲେ ବି ଏଯାଏ ମାତ୍ର ୬୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

ଗତବର୍ଷ ପ୍ରଥମ ଲହରରେ ଦେଶରେ ୭୩୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଥିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ହଜାରେ ଜଣ ଡାକ୍ତରଙ୍କ ଜୀବନ ଗଲାଣି ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

18 May 2021 By The Sakala

ସଙ୍କଟରେ କରୋନା ଯୋଦ୍ଧା: ଗୋଟିଏ ଦିନରେ ୫୦ ଡାକ୍ତରଙ୍କ ମୃତ୍ୟୁ, ଦ୍ୱିତୀୟ ଲହରରେ କରୋନା ନେଲାଣି ୨୪୪ ଜଣ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀରରେ ଦିନକରେ ହଜାର ହଜାର ଲୋକ ପ୍ରାଣ ହାରାଉଥିବା ବେଳେ ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି।  ଏ  ନେଇ ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି। କେବଳ ଦ୍ୱିତୀୟ ଲହରରେ ମୋଟ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ ସର୍ବାଧିକ ୬୯, ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ଏହି କରୋନାରେ ସବୁଠୁ କନିଷ୍ଠ ଡାକ୍ତର ଅନାସ ମୁଜାହିଦ ମାତ୍ର ୨୫ ବର୍ଷ ବୟସରେ କରୋନାରେ ପ୍ରାଣ ହରାଇଛନ୍ତି । ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ ।

କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇଛନ୍ତି । ବହୁ ଡାକ୍ତର ଟିକା ନେଇ ନଥିଲେ । ଦେଶରେ ଟିକାକରଣକୁ ପାଞ୍ଚ ମାସ ବିତିଥିଲେ ବି ଏଯାଏ ମାତ୍ର ୬୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

ଗତବର୍ଷ ପ୍ରଥମ ଲହରରେ ଦେଶରେ ୭୩୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଥିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ହଜାରେ ଜଣ ଡାକ୍ତରଙ୍କ ଜୀବନ ଗଲାଣି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର