ବିବାହ ଉତ୍ସବବେଳେ ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା ୫ ଜୀବନ, ୬୦ ଆହତ

The Sakala Picture
Published On

ଜୟପୁର: ବିବାହ ଉତ୍ସବବେଳେ ଘଟିଲା ବଡ ଅଘଟଣ । ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଚାଲିଗଲା ୫ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ଶେରଗଡ ଅଞ୍ଚଳରେ । ଦୁର୍ଘଟଣାରେ ୨ଜଣ ପିଲାଙ୍କ ସମେତ ୬୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ସିଲିଣ୍ଡର ବିସ୍ଫୋରଣରେ ବରଙ୍କ ମାଆ, ବାପା ଓ ଭଉଣୀ ଗୁରୁତର ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି । […]

ଜୟପୁର: ବିବାହ ଉତ୍ସବବେଳେ ଘଟିଲା ବଡ ଅଘଟଣ । ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଚାଲିଗଲା ୫ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ଶେରଗଡ ଅଞ୍ଚଳରେ । ଦୁର୍ଘଟଣାରେ ୨ଜଣ ପିଲାଙ୍କ ସମେତ ୬୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ସିଲିଣ୍ଡର ବିସ୍ଫୋରଣରେ ବରଙ୍କ ମାଆ, ବାପା ଓ ଭଉଣୀ ଗୁରୁତର ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭୁଙ୍ଗ୍ରା ଗ୍ରାମରେ ଏକ ବିବାହ ସମାରୋହ ହେଉଥିଲା। ବିବାହ ପାଇଁ ଭୋଜି ପ୍ରସ୍ତୁତ କରାଯାଉଥିବା ସ୍ଥାନରେ ଥିବା ଏକ ଗ୍ୟାସ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇଥିଲା। ଯାହା ପରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ଗୋଟେ ପରେ ଗୋଟେ, ଏପରି ୫ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଗ୍ରାମବାସୀ ନିଆଁରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଆହତଙ୍କ ପରିବାରକୁ ଏକ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

09 Dec 2022 By The Sakala

ବିବାହ ଉତ୍ସବବେଳେ ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା ୫ ଜୀବନ, ୬୦ ଆହତ

ଜୟପୁର: ବିବାହ ଉତ୍ସବବେଳେ ଘଟିଲା ବଡ ଅଘଟଣ । ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଚାଲିଗଲା ୫ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ଶେରଗଡ ଅଞ୍ଚଳରେ । ଦୁର୍ଘଟଣାରେ ୨ଜଣ ପିଲାଙ୍କ ସମେତ ୬୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ସିଲିଣ୍ଡର ବିସ୍ଫୋରଣରେ ବରଙ୍କ ମାଆ, ବାପା ଓ ଭଉଣୀ ଗୁରୁତର ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭୁଙ୍ଗ୍ରା ଗ୍ରାମରେ ଏକ ବିବାହ ସମାରୋହ ହେଉଥିଲା। ବିବାହ ପାଇଁ ଭୋଜି ପ୍ରସ୍ତୁତ କରାଯାଉଥିବା ସ୍ଥାନରେ ଥିବା ଏକ ଗ୍ୟାସ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇଥିଲା। ଯାହା ପରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ଗୋଟେ ପରେ ଗୋଟେ, ଏପରି ୫ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଗ୍ରାମବାସୀ ନିଆଁରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଆହତଙ୍କ ପରିବାରକୁ ଏକ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର