୪୮୫୦୦ ବର୍ଷ ତଳର ଭୂତାଣୁକୁ ପୁଣି ଜୀବିତ କଲେ ବୈଜ୍ଞାନିକ

The Sakala Picture
Published On

କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍‌’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍‌ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ […]

କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍‌’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍‌ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ ବାହାର କରି ପୁନର୍ଜୀବିତ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ବୈଜ୍ଞାନିକଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଚାନକ୍‌ ଭୂତାଣୁ ସଂକ୍ରମଣ ହେଲେ ବିପଦ ସୃଷ୍ଟି ହେବ। ତେଣୁ ପୂର୍ବରୁ ଏହି ଭୂତାଣୁ ଉପରେ ଅଧ୍ୟୟନ କରିବା ଜରୁରୀ। ଏହା ଦ୍ବାରା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ଜାଣିହେବ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

28 Nov 2022 By The Sakala

୪୮୫୦୦ ବର୍ଷ ତଳର ଭୂତାଣୁକୁ ପୁଣି ଜୀବିତ କଲେ ବୈଜ୍ଞାନିକ

କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍‌’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍‌ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ ବାହାର କରି ପୁନର୍ଜୀବିତ କରିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଚାନକ୍‌ ଭୂତାଣୁ ସଂକ୍ରମଣ ହେଲେ ବିପଦ ସୃଷ୍ଟି ହେବ। ତେଣୁ ପୂର୍ବରୁ ଏହି ଭୂତାଣୁ ଉପରେ ଅଧ୍ୟୟନ କରିବା ଜରୁରୀ। ଏହା ଦ୍ବାରା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ଜାଣିହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର