ମୋଦିଙ୍କ ନୂଆ ଟିମ୍: ଶପଥ ନେଲେ ୪୩ ମନ୍ତ୍ରୀ ; ୧୫ଙ୍କୁ  କ୍ୟାବିନେଟ୍ ଓ  ୨୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ

The Sakala Picture
Published On

ବୁଧବାର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଭବନ ଦରବାର ହଲରେ ୪୩ ଜଣ ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବ ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଛନ୍ତି। ୧୫ ଜଣ କ୍ୟାବିନେଟ ମନ୍ତ୍ରୀ […]

ବୁଧବାର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଭବନ ଦରବାର ହଲରେ ୪୩ ଜଣ ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବ ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀଗଣ ହେଉଛନ୍ତି: ଅନୁରାଗ ସିଂ ଠାକୁର,  ଗଙ୍ଗାପୁରମ କିଶନ ରେଡ୍ଡୀ,  ପୁରୁଷୋତ୍ତମ ରୁପାଲା,  ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡବୀୟ, ହରଦୀପ ସିଂ ପୁରୀ, ରାଜକୁମାର ସିଂ, କିରଣ ରିଜ୍ଜିଜୁ, ପଶୁପତି କୁମାର ପାରସ, ଅଶ୍ୱିନୀ ବୈଷ୍ଣବ, ରାମଚନ୍ଦ୍ର ପ୍ରସାଦ ସିଂ, ଜ୍ୟୋତିରାଦିତ୍ୟ ମାଧବ ରାଓ ସିନ୍ଧିଆ, ଡଃ ବୀରେନ୍ଦ୍ର କୁମାର, ସର୍ବାନନ୍ଦ ସୋନଓ୍ୱାଲ ଓ ନାରାୟଣ ରାଣେ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ  ଶପଥ ନେଇଥିବା ମନ୍ତ୍ରୀଗଣ ହେଉଛନ୍ତି–    ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖୀ, ଅଜୟ ଭଟ୍ଟ, ପଙ୍କଜ ଚୌଧୁରୀ,  ସତ୍ଯପାଲ୍ ସିଂ ବାଘେଲା , ରାଜୀବ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାରଦୋସ୍ ,ଅନ୍ନପୂର୍ଣ୍ଣା ଦେବୀ, ଏ.ନାରୟଣସ୍ବାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିଂହ, ଭଗୱନ୍ତ ଖୁବା, କପିଲ ମୋରେଶ୍ବର ପାଟିଲ, ପ୍ରତିମା ଭୌମିକ, ସୁବସ ସରକାର, ଭଗୱନ୍ତ କିଷାନ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପରବୀନ ପାୱାର, ବିଶ୍ବେଶ୍ବର ଟୁଡୁ, ଶାନ୍ତୁନୁ ଠାକୁର, ଡ଼ ମୁଞ୍ଜାପରା ମହେନ୍ଦ୍ରଭାଇ , ଜନ ବାର୍ଲା, ଡ. ଏଲ ମୁର୍ଗାନ,  ନିଶିତ ପ୍ରାମାଣିକ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଆଜିର ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର