ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ

The Sakala Picture
Published On

କାବୁଲ: ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ ତାଲିବାନୀ ଦ୍ୱାରା ପୋଲ ଉଡ଼ାଯାଇଥିବା ନେଇ ମଧ୍ୟ ଖବର ମିଳିଛି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନୀ ଏବଂ ନର୍ଦନ ଏଲାଏନ୍ସର ସୈନିକଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା […]

କାବୁଲ: ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ ତାଲିବାନୀ ଦ୍ୱାରା ପୋଲ ଉଡ଼ାଯାଇଥିବା ନେଇ ମଧ୍ୟ ଖବର ମିଳିଛି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନୀ ଏବଂ ନର୍ଦନ ଏଲାଏନ୍ସର ସୈନିକଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା । ତେବେ ମଙ୍ଗଳବାର ହୋଇଥିବା ସଂଘର୍ଷରେ ୩୫୦ ଜଣ ତାଲିବାନୀ ନିପାତ ହୋଇଥିବା ବେଳେ ୪୦ ଜଣଙ୍କୁ କଏଦ କରିନେଇଛି ନର୍ଦନ ଏଲାଏନ୍ସ ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଅହମ୍ମଦ ମସୁଦଙ୍କ ପ୍ରବକ୍ତା ଫହିମ୍ ଦସ୍ତି ଦ୍ୱାରା ମଧ୍ୟ ତାଲିବାନଙ୍କ ସହିତ ହୋଇଥିବା ଯୁଦ୍ଧ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସୋମବାର ରାତିରେ ପଞ୍ଜଶୀରରେ ତାଲିବାନ ଆକ୍ରମଣ କରିଥିଲା । ଏବଂ ଅନୁପ୍ରବେଶ ନେଇ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା । ତାଲିବାନୀ ପୂର୍ବରୁ ମଧ୍ୟ ପଞ୍ଜଶୀର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେଇଛି । କିନ୍ତୁ ପରେ ଏହାକୁ ଖୋଲି ଦିଆଯାଇଥିଲା ।

ଅପରପକ୍ଷରେ ୩୦ ଅଗଷ୍ଟରେ ଆମେରିକା ସେନା କାବୁଲ ଏୟାରପୋର୍ଟ ଖାଲି କରିଦେଇଛି । ଏବେ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜା ରହିଛି । ତାଲିବାନ ଦ୍ୱାରା ଖୁବଶୀଘ୍ର ଆଫଗାନିସ୍ତାନରେ ନୂଆ ସରକାର ଗଠନ କରାଯିବ । ତାଲିବାନର ବଡ଼ ନେତା କାନ୍ଧାହରରେ ଉପସ୍ଥିତ ଅଛନ୍ତି । ଯିଏ ଖୁବଶୀଘ୍ର କାବୁଲ ଆସିବେ ।

01 Sep 2021 By The Sakala

ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ

କାବୁଲ: ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ ତାଲିବାନୀ ଦ୍ୱାରା ପୋଲ ଉଡ଼ାଯାଇଥିବା ନେଇ ମଧ୍ୟ ଖବର ମିଳିଛି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନୀ ଏବଂ ନର୍ଦନ ଏଲାଏନ୍ସର ସୈନିକଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା । ତେବେ ମଙ୍ଗଳବାର ହୋଇଥିବା ସଂଘର୍ଷରେ ୩୫୦ ଜଣ ତାଲିବାନୀ ନିପାତ ହୋଇଥିବା ବେଳେ ୪୦ ଜଣଙ୍କୁ କଏଦ କରିନେଇଛି ନର୍ଦନ ଏଲାଏନ୍ସ ।

ଅହମ୍ମଦ ମସୁଦଙ୍କ ପ୍ରବକ୍ତା ଫହିମ୍ ଦସ୍ତି ଦ୍ୱାରା ମଧ୍ୟ ତାଲିବାନଙ୍କ ସହିତ ହୋଇଥିବା ଯୁଦ୍ଧ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସୋମବାର ରାତିରେ ପଞ୍ଜଶୀରରେ ତାଲିବାନ ଆକ୍ରମଣ କରିଥିଲା । ଏବଂ ଅନୁପ୍ରବେଶ ନେଇ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା । ତାଲିବାନୀ ପୂର୍ବରୁ ମଧ୍ୟ ପଞ୍ଜଶୀର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେଇଛି । କିନ୍ତୁ ପରେ ଏହାକୁ ଖୋଲି ଦିଆଯାଇଥିଲା ।

ଅପରପକ୍ଷରେ ୩୦ ଅଗଷ୍ଟରେ ଆମେରିକା ସେନା କାବୁଲ ଏୟାରପୋର୍ଟ ଖାଲି କରିଦେଇଛି । ଏବେ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜା ରହିଛି । ତାଲିବାନ ଦ୍ୱାରା ଖୁବଶୀଘ୍ର ଆଫଗାନିସ୍ତାନରେ ନୂଆ ସରକାର ଗଠନ କରାଯିବ । ତାଲିବାନର ବଡ଼ ନେତା କାନ୍ଧାହରରେ ଉପସ୍ଥିତ ଅଛନ୍ତି । ଯିଏ ଖୁବଶୀଘ୍ର କାବୁଲ ଆସିବେ ।

https://www.thesakala.in/national-international/350-taliban-killed-in-panjshir/article-5084
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର