ମନୋରଞ୍ଜନ
ଓଡ଼ିଶା
ବିମାନ ଶିଡିରେ ଚଢିବା ବେଳେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନର ଶିଡିରେ ଚଢିବା ବେଳେ ଖସିପଡୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜୋ ବାଇଡେନ୍ଙ୍କ ତିନି ଥର ଗୋଡ଼ ଖସିଥିବା ଚ୍ଚିତ୍ର ଦେଖିବାକୁ ମିଳିଛି। ୱାଶିଂଟନ୍ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିବା ପାଇଁ ବିମାନ ଉପରେ ଚଢ଼ୁଥିବା ବେଳେ ଏହି ଘଟଣା ଘଟିଛି । WATCH: Biden falls three times trying to climb the stairs to board Air Force One […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନର ଶିଡିରେ ଚଢିବା ବେଳେ ଖସିପଡୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜୋ ବାଇଡେନ୍ଙ୍କ ତିନି ଥର ଗୋଡ଼ ଖସିଥିବା ଚ୍ଚିତ୍ର ଦେଖିବାକୁ ମିଳିଛି। ୱାଶିଂଟନ୍ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିବା ପାଇଁ ବିମାନ ଉପରେ ଚଢ଼ୁଥିବା ବେଳେ ଏହି ଘଟଣା ଘଟିଛି ।
WATCH: Biden falls three times trying to climb the stairs to board Air Force One pic.twitter.com/IfDUjLPQB4
ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା— Breaking911 (@Breaking911) March 19, 2021
ସେନାବାହିନୀକୁ ଅଭିବାଦନ ଜଣାଇବା ପରେ ସେ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିଥାନ୍ତେ। ସେ ଆଟଲାଣ୍ଟରେ ଏସିଆ-ଆମେରିକୀୟ ଦେଶର ନେତାଙ୍କ ସହ ଆଲୋଚନା କରିଥା’ନ୍ତେ। ତେବେ ଏହା ପୂର୍ବରୁ ବିମାନରେ ଚଢ଼ିବା ବେଳେ ବାଇଡେନ୍ଙ୍କ ଗୋଡ଼ ଖସି ଯାଇଥିଲା। ଥରେ ଗୋଡ଼ ଖସିବା ପରେ ସେ ନିଜକୁ ସମ୍ଭାଳି ପୁଣି ଥରେ ବିମାନର ଶିଡି ଚଢ଼ିଥିଲେ। କିନ୍ତୁ ସେଥିରେ ମଧ୍ୟ ସେ ବିଫଳ ହୋଇଥିଲେ। ଏଭଳି ତିନି ଥର ଗୋଡ଼ ଖସିବା ପରେ ବାଇଡେନ୍ ବିମାନରେ ଚଢ଼ିଥିଲେ।
ବିମାନ ଶିଡିରେ ଚଢିବା ବେଳେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନର ଶିଡିରେ ଚଢିବା ବେଳେ ଖସିପଡୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜୋ ବାଇଡେନ୍ଙ୍କ ତିନି ଥର ଗୋଡ଼ ଖସିଥିବା ଚ୍ଚିତ୍ର ଦେଖିବାକୁ ମିଳିଛି। ୱାଶିଂଟନ୍ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିବା ପାଇଁ ବିମାନ ଉପରେ ଚଢ଼ୁଥିବା ବେଳେ ଏହି ଘଟଣା ଘଟିଛି ।
WATCH: Biden falls three times trying to climb the stairs to board Air Force One pic.twitter.com/IfDUjLPQB4
— Breaking911 (@Breaking911) March 19, 2021