ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ, ୩ ଆହତ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟିଛି । ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି । ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ ବାମପନ୍ଥୀ ଦଳ ଏବଂ କଂଗ୍ରେସକୁ ଦାୟୀ କରିଛି ଦଳ। ଏହାକୁ ନେଇ ବିଜେପି କହିଛି ଯେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ତିଆରି ବେଳେ ଏହି ଅଘଟଣ […]

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟିଛି । ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି । ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ ବାମପନ୍ଥୀ ଦଳ ଏବଂ କଂଗ୍ରେସକୁ ଦାୟୀ କରିଛି ଦଳ। ଏହାକୁ ନେଇ ବିଜେପି କହିଛି ଯେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ତିଆରି ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି। ଆହତ ଟିଏମସି କର୍ମୀଙ୍କର ଶରୀର ପୋଡ଼ି ଜଳି ଯାଇଛି। ସମସ୍ତଙ୍କୁ ଉଦ୍ଧାର କରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

26 Mar 2021 By The Sakala

ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ, ୩ ଆହତ

କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ଶୁକ୍ରବାର ଦିନ ବିସ୍ଫୋରଣ ଘଟିଛି । ବାଙ୍କୁରାର ଜୟପୁରରେ ଥିବା ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି । ଏଥିରେ ୩ ଜଣ ଟିଏମସି କର୍ମୀ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପଛରେ ବାମପନ୍ଥୀ ଦଳ ଏବଂ କଂଗ୍ରେସକୁ ଦାୟୀ କରିଛି ଦଳ। ଏହାକୁ ନେଇ ବିଜେପି କହିଛି ଯେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ତିଆରି ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି। ଆହତ ଟିଏମସି କର୍ମୀଙ୍କର ଶରୀର ପୋଡ଼ି ଜଳି ଯାଇଛି। ସମସ୍ତଙ୍କୁ ଉଦ୍ଧାର କରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://www.thesakala.in/national-international/3-injured-in-blast-at-tmc-joypur-party-office/article-1016
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର