ବୋରୱେଲକୁ ଖସି ପଡିଲା ୨ ବର୍ଷର ଶିଶୁ,ଉଦ୍ଧାର କାର୍ଯ୍ୟ ଜାରି

The Sakala Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ବୋରୱେଲକୁ ଖସି ପଡିଛି ୨ ବର୍ଷର ଶିଶୁ। ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। କର୍ଣ୍ଣାଟକ ପୁଲିସ ସହ ଅନ୍ୟ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୋରୱେଲ ନିକଟରେ ଏକ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଶିଶୁକୁ ଉଦ୍ଧାର ଲାଗି ଜୋରଦାର ଉଦ୍ୟମ ଚାଲିଛି। ଘର ପାଖରେ […]

ବେଙ୍ଗାଲୁରୁ: କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ବୋରୱେଲକୁ ଖସି ପଡିଛି ୨ ବର୍ଷର ଶିଶୁ। ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। କର୍ଣ୍ଣାଟକ ପୁଲିସ ସହ ଅନ୍ୟ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୋରୱେଲ ନିକଟରେ ଏକ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଶିଶୁକୁ ଉଦ୍ଧାର ଲାଗି ଜୋରଦାର ଉଦ୍ୟମ ଚାଲିଛି। ଘର ପାଖରେ ଏହି ବୋରୱେଲ ଥିବା ବେଳେ କୌଣସି କାରଣବଶତଃ ଶିଶୁଟି ଖସିପଡିଥିଲା। ବୋରୱେଲରୁ ଶିଶୁର କାନ୍ଦ ଶୁଭିବା ପରେ ଲୋକେ ଏ ବିଷୟରେ ଜାଣିଥିଲେ। ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର