ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

The Sakala Picture
Published On

କାଶ୍ମୀର: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର ପରଗଲରେ ଥିବା ଆର୍ମି କ୍ୟାମ୍ପରେ କିଛି ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା । ଯବାନଙ୍କ ଗୁଳିମାଡ଼ରେ ଟଳିଲେ ୨ ଜଣ ଆତଙ୍କବାଦୀ । ସେହିପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ […]

କାଶ୍ମୀର: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର ପରଗଲରେ ଥିବା ଆର୍ମି କ୍ୟାମ୍ପରେ କିଛି ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା । ଯବାନଙ୍କ ଗୁଳିମାଡ଼ରେ ଟଳିଲେ ୨ ଜଣ ଆତଙ୍କବାଦୀ । ସେହିପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉରୀ ଭଳି ରକ୍ତପାତ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଆତଙ୍କବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛନ୍ତି ଯବାନ । ୨୦୧୬ରେ ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ଜମ୍ମୁ କାଶ୍ମୀରର ଉରିରେ ଥିବା ସେନାର କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଥିଲେ । ଏହି ଆକ୍ରମରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

11 Aug 2022 By The Sakala

ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

କାଶ୍ମୀର: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର ପରଗଲରେ ଥିବା ଆର୍ମି କ୍ୟାମ୍ପରେ କିଛି ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା । ଯବାନଙ୍କ ଗୁଳିମାଡ଼ରେ ଟଳିଲେ ୨ ଜଣ ଆତଙ୍କବାଦୀ । ସେହିପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉରୀ ଭଳି ରକ୍ତପାତ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଆତଙ୍କବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛନ୍ତି ଯବାନ । ୨୦୧୬ରେ ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ଜମ୍ମୁ କାଶ୍ମୀରର ଉରିରେ ଥିବା ସେନାର କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଥିଲେ । ଏହି ଆକ୍ରମରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ ।

https://www.thesakala.in/national-international/2-terrorists-were-shot-dead-by-the-security-guards-while-trying-to-infiltrate-the-army-camp/article-14038
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର