ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: ଚୀନ୍‌ରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଥିବା ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ଆଉ ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରୋ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି। ଆଜି ଚିହ୍ନଟ ହୋଇଥିବା ୨ ସଂକ୍ରମିତ ହେଉଛନ୍ତି ମହାରାଷ୍ଟ୍ର ନାଗପୁରରୁ। ଚିହ୍ନଟ ୨ ଶିଶୁଙ୍କ […]

ନୂଆଦିଲ୍ଲୀ: ଚୀନ୍‌ରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଥିବା ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ଆଉ ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରୋ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ଆଜି ଚିହ୍ନଟ ହୋଇଥିବା ୨ ସଂକ୍ରମିତ ହେଉଛନ୍ତି ମହାରାଷ୍ଟ୍ର ନାଗପୁରରୁ। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ । ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ । କାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୫ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୫ ଜଣଙ୍କ ମଧ୍ଯକୁ କର୍ଣ୍ଣାଟକେର ୨ ଜଣ ଶିଶୁ ଚିହ୍ନଟ ହୋଇଥିବା ବେେଳ, ଅହମଦାବାଦରେ ଜଣେ, ପଶ୍ଚିମବଙ୍ଗର ଜେଣ ଏବଂ ଚେନ୍ନଇେର ଦୁଇ ଶିଶୁ ଚିହ୍ନଟ ହୋଇଛନ୍ତି। ପ୍ରଥମେ ବେଙ୍ଗାଲୁରୁର ଏକ ହସ୍ପିଟାଲରୁ ହିସଚାର୍ଜ ହୋଇଥିବା ୮ ମାସର ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ଭାରତର ପ୍ରଥମ ମାମଲା ଥିଲା।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

07 Jan 2025 By The Sakala

ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ନୂଆଦିଲ୍ଲୀ: ଚୀନ୍‌ରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଥିବା ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ଆଉ ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରୋ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି।

ଆଜି ଚିହ୍ନଟ ହୋଇଥିବା ୨ ସଂକ୍ରମିତ ହେଉଛନ୍ତି ମହାରାଷ୍ଟ୍ର ନାଗପୁରରୁ। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ । ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ । କାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୫ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୫ ଜଣଙ୍କ ମଧ୍ଯକୁ କର୍ଣ୍ଣାଟକେର ୨ ଜଣ ଶିଶୁ ଚିହ୍ନଟ ହୋଇଥିବା ବେେଳ, ଅହମଦାବାଦରେ ଜଣେ, ପଶ୍ଚିମବଙ୍ଗର ଜେଣ ଏବଂ ଚେନ୍ନଇେର ଦୁଇ ଶିଶୁ ଚିହ୍ନଟ ହୋଇଛନ୍ତି। ପ୍ରଥମେ ବେଙ୍ଗାଲୁରୁର ଏକ ହସ୍ପିଟାଲରୁ ହିସଚାର୍ଜ ହୋଇଥିବା ୮ ମାସର ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ଭାରତର ପ୍ରଥମ ମାମଲା ଥିଲା।

https://www.thesakala.in/national-international/2-more-hmpv-positive-cases-detected-in-the-country/article-37817
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର