ରାସ୍ତାରେ ବସି ଶ୍ରାଦ୍ଧ ଭୋଜି ଖାଉଥିବା ବେଳେ ମାଡ଼ିଗଲା କାର୍‌ , ୧୮ ଗୁରୁତର

The Sakala Picture
Published On

ପାଟନା: ବିହାରର ସାରଣ ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି। ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ଏକ କାର ମାଡ଼ିଯାଇଛି। ଫଳରେ ୧୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ଯକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଭୋଜି […]

ପାଟନା: ବିହାରର ସାରଣ ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି। ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ଏକ କାର ମାଡ଼ିଯାଇଛି। ଫଳରେ ୧୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନା ଅନୁଯାୟୀ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ଯକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଫଲରେ ଏଥିରେ ୧୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ କାର୍ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

27 Nov 2022 By The Sakala

ରାସ୍ତାରେ ବସି ଶ୍ରାଦ୍ଧ ଭୋଜି ଖାଉଥିବା ବେଳେ ମାଡ଼ିଗଲା କାର୍‌ , ୧୮ ଗୁରୁତର

ପାଟନା: ବିହାରର ସାରଣ ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି। ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ଏକ କାର ମାଡ଼ିଯାଇଛି। ଫଳରେ ୧୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ଯକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଫଲରେ ଏଥିରେ ୧୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ କାର୍ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର