MS Dhoni’s iconic jersey

ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ, ଆଉ କେହି ପିନ୍ଧି ପାରିବେନି ୭ ନମ୍ବର ଜର୍ସି

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ। ଧୋନିଙ୍କ ୭ ନଂ ଜର୍ସିକୁ ଅବସର ଦେଲା ଭାରତୀୟ କ୍ରିକେଟ୍ ଅଫ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)। ୭ ନଂ ଥିବା ଜର୍ସି ନ ପିନ୍ଧିବାକୁ ଖେଳାଳିମାନଙ୍କୁ ଜଣାଇଛି ବିସିସିଆଇ। ଧୋନିଙ୍କୁ ସମ୍ମାନ ଦେବା ସ୍ୱରୂପ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ୭ ନମ୍ବର ଜର୍ସି ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆନ୍ତର୍ଜାତୀୟ କ୍ରିକେଟରୁ […]
ବଡ ଖବର  ଖେଳ ଖବର