ରୁପା ନିର୍ମିତ ମାଛ ଘରେ ରଖିବା ହୋଇଥାଏ ଶୁଭ

The Sakala Picture
Published On

ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ  ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ । ଅଧିକାଂଶ ଲୋକେ ରୁପାରେ ତିଆରି ହୋଇଥିବା ମାଛକୁ ପୂଜାସ୍ଥଳରେ ରଖିଥାନ୍ତି। ଏହାଦ୍ବାରା ଘରେ […]

ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ  ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ ।

ଆହୁରି ପଢ଼ନ୍ତୁ: ଏବେ ଘରେ ଚମକିବ ହାତ ଓ ଗୋଡ଼! ପାର୍ଲର ନଯାଇ ମାତ୍ର ୫ ମିନିଟରେ କରନ୍ତୁ ମେନିକ୍ୟୋର ଓ ପେଡିକ୍ୟୋର

  • ଅଧିକାଂଶ ଲୋକେ ରୁପାରେ ତିଆରି ହୋଇଥିବା ମାଛକୁ ପୂଜାସ୍ଥଳରେ ରଖିଥାନ୍ତି। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସଂଚାର ହୁଏ।
  • ରୁପାର ମାଛ ଘରେ ରଖିବା ଦ୍ବାରା ସବୁ କ୍ଷେତ୍ରରୁ ଶୁଭ ଓ ମଙ୍ଗଳମୟ ଖବର ପ୍ରାପ୍ତି ହୋଇଥାଏ।
  • ରୁପାର ମାଛକୁ ସକାଳୁ ଉଠି ପ୍ରଥମେ ଦର୍ଶନ କରିବା ଫଳରେ ଦିନଟି ଶୁଭ ହେବା ସହ ମନରେ ପ୍ରସ୍ନନତା ଭରି ରହିଥାଏ।
  • ବେପାରରେ ଉନ୍ନତି ପାଇଁ ଦୋକାନ ଖୋଲିବା ପରେ ସର୍ବ ପ୍ରଥମେ ରୁପା ମାଛକୁ ଦର୍ଶନ କରନ୍ତୁ।
  • କ୍ୟାରିୟରରେ ଉନ୍ନତି ପାଇଁ ମଧ୍ୟ ପଢ଼ାଘରେ ରୂପା ମୂର୍ତ୍ତିକୁ ସଜାଇ ରଖିପାରିବେ।
  • ଜୀବନରେ ଉନ୍ନତି ପାଇଁ ଉପହାରରେ ମଧ୍ୟ ରୁପା ମୂର୍ତ୍ତି ଦିଆଯିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।
  • ଘରେ ରୁପା ମାଛ ରଖିବା ଦ୍ବାରା ପରିବାରର ସମସ୍ତ ସଦସ୍ୟ ଆରୋଗ୍ୟ ରହିଥାନ୍ତି।
  • ପର୍ସରେ ଏକ ଛୋଟ ରୂପା ମାଛ ରଖିବା ଦ୍ବାରା ଆର୍ଥିକ ଉନ୍ନତି ପରିଲକ୍ଷିତ ହୋଇଥାଏ।
06 Apr 2023 By The Sakala

ରୁପା ନିର୍ମିତ ମାଛ ଘରେ ରଖିବା ହୋଇଥାଏ ଶୁଭ

ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ  ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ ।

  • ଅଧିକାଂଶ ଲୋକେ ରୁପାରେ ତିଆରି ହୋଇଥିବା ମାଛକୁ ପୂଜାସ୍ଥଳରେ ରଖିଥାନ୍ତି। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସଂଚାର ହୁଏ।
  • ରୁପାର ମାଛ ଘରେ ରଖିବା ଦ୍ବାରା ସବୁ କ୍ଷେତ୍ରରୁ ଶୁଭ ଓ ମଙ୍ଗଳମୟ ଖବର ପ୍ରାପ୍ତି ହୋଇଥାଏ।
  • ରୁପାର ମାଛକୁ ସକାଳୁ ଉଠି ପ୍ରଥମେ ଦର୍ଶନ କରିବା ଫଳରେ ଦିନଟି ଶୁଭ ହେବା ସହ ମନରେ ପ୍ରସ୍ନନତା ଭରି ରହିଥାଏ।
  • ବେପାରରେ ଉନ୍ନତି ପାଇଁ ଦୋକାନ ଖୋଲିବା ପରେ ସର୍ବ ପ୍ରଥମେ ରୁପା ମାଛକୁ ଦର୍ଶନ କରନ୍ତୁ।
  • କ୍ୟାରିୟରରେ ଉନ୍ନତି ପାଇଁ ମଧ୍ୟ ପଢ଼ାଘରେ ରୂପା ମୂର୍ତ୍ତିକୁ ସଜାଇ ରଖିପାରିବେ।
  • ଜୀବନରେ ଉନ୍ନତି ପାଇଁ ଉପହାରରେ ମଧ୍ୟ ରୁପା ମୂର୍ତ୍ତି ଦିଆଯିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।
  • ଘରେ ରୁପା ମାଛ ରଖିବା ଦ୍ବାରା ପରିବାରର ସମସ୍ତ ସଦସ୍ୟ ଆରୋଗ୍ୟ ରହିଥାନ୍ତି।
  • ପର୍ସରେ ଏକ ଛୋଟ ରୂପା ମାଛ ରଖିବା ଦ୍ବାରା ଆର୍ଥିକ ଉନ୍ନତି ପରିଲକ୍ଷିତ ହୋଇଥାଏ।
https://www.thesakala.in/lifestyle/silver-fish-good-for-home/article-20502
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp