ଶୁଭଫଳ ପ୍ରାପ୍ତିର ସୂଚନା ଦେଇଥାଏ ; ଏହି ସଙ୍କେତ…..

The Sakala Picture
Published On

ଦୈନନ୍ଦିନ ଜୀବନରେ ଆମ ସହିତ ଅନେକଗୁଡ଼ିଏ ଘଟଣା ଓ ଦୁର୍ଘଟଣା ଘଟିଯାଏ। ଏସବୁକୁ ବିଚାର କରି କିଛି ଜିନିଷକୁ ଆମେ ଅଶୁଭ କହୁଥିବା ବେଳେ ଆଉ କିଛି କୁ ଶୁଭ ବୋଲି ବିଶ୍ବାସ କରୁ। ତେବେ ଏହି ଶୁଭ ସଙ୍କେତଗୁଡ଼ିକ ହେଲା… ଛିଙ୍କ ଘରୁ ବାହାରିଲା ବେଳେ ଯଦି ଛିଙ୍କ ହୋଇଥାଏ ତେବେ ଏହାକୁ ଅଶୁଭ ବୋଲି କୁହାଯାଏ। ତେବେ ଏହା ସବୁବେଳେ ଅଶୁଭ ସଙ୍କେତ ଦେଇନଥାଏ। ଦୁଇ ବା ଏହାଠାରୁ ଅଧିକ ଛିକ ହେଲେ ଆପଣଙ୍କ […]

ଦୈନନ୍ଦିନ ଜୀବନରେ ଆମ ସହିତ ଅନେକଗୁଡ଼ିଏ ଘଟଣା ଓ ଦୁର୍ଘଟଣା ଘଟିଯାଏ। ଏସବୁକୁ ବିଚାର କରି କିଛି ଜିନିଷକୁ ଆମେ ଅଶୁଭ କହୁଥିବା ବେଳେ ଆଉ କିଛି କୁ ଶୁଭ ବୋଲି ବିଶ୍ବାସ କରୁ। ତେବେ ଏହି ଶୁଭ ସଙ୍କେତଗୁଡ଼ିକ ହେଲା…

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ଛିଙ୍କ
ଘରୁ ବାହାରିଲା ବେଳେ ଯଦି ଛିଙ୍କ ହୋଇଥାଏ ତେବେ ଏହାକୁ ଅଶୁଭ ବୋଲି କୁହାଯାଏ। ତେବେ ଏହା ସବୁବେଳେ ଅଶୁଭ ସଙ୍କେତ ଦେଇନଥାଏ। ଦୁଇ ବା ଏହାଠାରୁ ଅଧିକ ଛିକ ହେଲେ ଆପଣଙ୍କ ଯାତ୍ରା ମଙ୍ଗଳମୟ ହେବ। ଏହା କାର୍ଯ୍ୟେର ସଫଳ ହେବାର ସଙ୍କେତ ଦେଇଥାଏ।

ପାନପତ୍ର
ରାସ୍ତାରେ ଯାଉଥିବା ବେଳେ ପାନପତ୍ର, କିମ୍ବା ପାନ ଗଛ ଦେଖିଲେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଙ୍କେତ ମିଳିଥାଏ।

ଫୁଲ
ଘରୁ ବାହାରିଲାବେଳେ ଫୁଲ କିମ୍ବା ଫୁଲମାଳ ଦେଖିଲେ ଏହା ନିଶ୍ଚିତ ରୂପେ କୌଣସି ମାଙ୍ଗଳିକ କାର୍ଯ୍ୟର ସୂଚନା ଦେଇଥାଏ।

ପାରା ମଳ
ଘରୁ ବାହାରିଲାବେଳେ ଯଦି ଆପଣଙ୍କ ଉପରେ ପାରା ମଳତ୍ୟାଗ କରିଦିଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଏ। ଏହା ଦ୍ବାରା ଆର୍ଥିକ ଲାଭ ହୋଇଥାଏ ବୋଲି ବିଶ୍ବାସ କରାଯାଏ।

ଗାଈ
ଗୃହର କବାଟ ନିକଟକୁ ଗାଈ ଆସିବାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି।

ଖିର ଓ ଦହି
ଯାତ୍ରା ସମୟରେ ବା ସକାଳେ ଉଠିବା ପରେ ଖିର କିମ୍ବା ଦହି ଦେଖିଲେ, ସେହି ଦିନଟି ଭଲରେ କଟିଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି କୁହାଯାଏ।

03 Aug 2021 By The Sakala

ଶୁଭଫଳ ପ୍ରାପ୍ତିର ସୂଚନା ଦେଇଥାଏ ; ଏହି ସଙ୍କେତ…..

ଦୈନନ୍ଦିନ ଜୀବନରେ ଆମ ସହିତ ଅନେକଗୁଡ଼ିଏ ଘଟଣା ଓ ଦୁର୍ଘଟଣା ଘଟିଯାଏ। ଏସବୁକୁ ବିଚାର କରି କିଛି ଜିନିଷକୁ ଆମେ ଅଶୁଭ କହୁଥିବା ବେଳେ ଆଉ କିଛି କୁ ଶୁଭ ବୋଲି ବିଶ୍ବାସ କରୁ। ତେବେ ଏହି ଶୁଭ ସଙ୍କେତଗୁଡ଼ିକ ହେଲା…

ଛିଙ୍କ
ଘରୁ ବାହାରିଲା ବେଳେ ଯଦି ଛିଙ୍କ ହୋଇଥାଏ ତେବେ ଏହାକୁ ଅଶୁଭ ବୋଲି କୁହାଯାଏ। ତେବେ ଏହା ସବୁବେଳେ ଅଶୁଭ ସଙ୍କେତ ଦେଇନଥାଏ। ଦୁଇ ବା ଏହାଠାରୁ ଅଧିକ ଛିକ ହେଲେ ଆପଣଙ୍କ ଯାତ୍ରା ମଙ୍ଗଳମୟ ହେବ। ଏହା କାର୍ଯ୍ୟେର ସଫଳ ହେବାର ସଙ୍କେତ ଦେଇଥାଏ।

ପାନପତ୍ର
ରାସ୍ତାରେ ଯାଉଥିବା ବେଳେ ପାନପତ୍ର, କିମ୍ବା ପାନ ଗଛ ଦେଖିଲେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଙ୍କେତ ମିଳିଥାଏ।

ଫୁଲ
ଘରୁ ବାହାରିଲାବେଳେ ଫୁଲ କିମ୍ବା ଫୁଲମାଳ ଦେଖିଲେ ଏହା ନିଶ୍ଚିତ ରୂପେ କୌଣସି ମାଙ୍ଗଳିକ କାର୍ଯ୍ୟର ସୂଚନା ଦେଇଥାଏ।

ପାରା ମଳ
ଘରୁ ବାହାରିଲାବେଳେ ଯଦି ଆପଣଙ୍କ ଉପରେ ପାରା ମଳତ୍ୟାଗ କରିଦିଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଏ। ଏହା ଦ୍ବାରା ଆର୍ଥିକ ଲାଭ ହୋଇଥାଏ ବୋଲି ବିଶ୍ବାସ କରାଯାଏ।

ଗାଈ
ଗୃହର କବାଟ ନିକଟକୁ ଗାଈ ଆସିବାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି।

ଖିର ଓ ଦହି
ଯାତ୍ରା ସମୟରେ ବା ସକାଳେ ଉଠିବା ପରେ ଖିର କିମ୍ବା ଦହି ଦେଖିଲେ, ସେହି ଦିନଟି ଭଲରେ କଟିଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି କୁହାଯାଏ।

https://www.thesakala.in/lifestyle/signs-good-and-bad/article-4330
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp