କ୍ରୋଧ କମାଇବା ପାଇଁ କୋଠରି

The Sakala Picture
Published On

ଅନେକ ଲୋକଙ୍କର ଟିକେଟିକେ କଥାରେ ରାଗିବା ଅଭ୍ୟାସ ଥାଏ। ଏଥିପାଇଁ ସେମାନେ ଅନେକ ସମୟରେ ଅପଦସ୍ତ ମଧ୍ୟ ହୋଇଥାଆନ୍ତି। କିଛି ଲୋକ ଅଧିକ ରାଗିଯାଇ ଅପରାଧ ମଧ୍ୟ ଘଟାଇଥାନ୍ତି। କେହି କେହି ରାଗିଯାଇ ଉଚ୍ଚସ୍ବରରେ ଗାଳିଗୁଲଜ କରିବା ସହ ଘରର ଜିନିଷକୁ ଏଣେତେଣେ ଫିଙ୍ଗା ଫୋପଡା କରିଥାନ୍ତି। ବ୍ରାଜିଲର ସାଓପୋଲୋରେ  ରାଗ ନିୟନ୍ତ୍ରଣ ପାଇଁ  ଗୋଟିଏ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ସେହି କୋଠରିର ନାମ ରଖାଯାଇଛି  ‘ରେଜ୍ ରୁମ୍’।  ପ୍ରକୃତରେ ଏହା ହେଉଛି ଗୋଟିଏ ଗୋଦାମ। […]

ଅନେକ ଲୋକଙ୍କର ଟିକେଟିକେ କଥାରେ ରାଗିବା ଅଭ୍ୟାସ ଥାଏ। ଏଥିପାଇଁ ସେମାନେ ଅନେକ ସମୟରେ ଅପଦସ୍ତ ମଧ୍ୟ ହୋଇଥାଆନ୍ତି। କିଛି ଲୋକ ଅଧିକ ରାଗିଯାଇ ଅପରାଧ ମଧ୍ୟ ଘଟାଇଥାନ୍ତି। କେହି କେହି ରାଗିଯାଇ ଉଚ୍ଚସ୍ବରରେ ଗାଳିଗୁଲଜ କରିବା ସହ ଘରର ଜିନିଷକୁ ଏଣେତେଣେ ଫିଙ୍ଗା ଫୋପଡା କରିଥାନ୍ତି। ବ୍ରାଜିଲର ସାଓପୋଲୋରେ  ରାଗ ନିୟନ୍ତ୍ରଣ ପାଇଁ  ଗୋଟିଏ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ସେହି କୋଠରିର ନାମ ରଖାଯାଇଛି  ‘ରେଜ୍ ରୁମ୍’।  ପ୍ରକୃତରେ ଏହା ହେଉଛି ଗୋଟିଏ ଗୋଦାମ। ସେଠାରେ  କମ୍ପୁଟର୍‌ ଟିଭି, ପ୍ରିଣ୍ଟର ଭଳି ଇଲେଟ୍ରୋନିକ୍ ମେସିନ୍ ରଖାଯାଇଛି। ଏହା ସହିତ ସେଠାରେ ବେସ୍‌ବଲ୍ ବ୍ୟାଟ୍‌ ଓ ହାତୁଡ଼ି ମଧ୍ୟ ରଖାଯାଇଛି। ରାଗିଥÒବା ବ୍ୟକ୍ତି ସେହି କୋଠରୀକୁ ଯାଇ ବ୍ୟାଟ୍‌ କିମ୍ବା ହାତୁଡ଼ି ସାହାଯ୍ୟରେ ଯେ କୌଣସି ଜିନିଷକୁ ଭାଙ୍ଗିପାରିବେ। ଏମିତି କଲେ ମାନସିକ ଶାନ୍ତି ମିଳିବା ସହ କ୍ରୋଧ ଦୂର ହୋଇଥାଏ। ଏଥÒପାଇଁ କିଛି ଟଙ୍କା (୪.୬୪ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୦୦ ଟଙ୍କା) ଦେବାକୁ ହୁଏ। ଅବଶ୍ୟ କୋଠରୀରେ ପ୍ରବେଶ କରିବା ପୂର୍ବରୁ ରାଗିଥÒବା ବ୍ୟକ୍ତିକୁ ସେଫ୍‌ଟି ସୁଟ୍‌ ଓ ହେଲ୍‌ମେଟ୍‌ ମଧ୍ୟ ପିନ୍ଧାଯାଏ। କ୍ରୋଧର କାରଣ ମଧ୍ୟ କୋଠରୀର କାନ୍ଥରେ ଲେଖÒବାକୁ ପଡ଼େ। ଏହି ରେଜ୍ ରୁମ୍ ୪୨ ବର୍ଷୀୟ ଭାଣ୍ଡରର୍ଲି ରୋଡ୍ରିଗ୍‌ସ ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ କେଉଁ ଦିଗରେ ଲଗାଇବେ ତୁଳସୀ ଗଛ? ଜାଣନ୍ତୁ ସୁଖ, ସମୃଦ୍ଧି ପାଇଁ ସଠିକ୍ ନିୟମ

28 Feb 2021 By The Sakala

କ୍ରୋଧ କମାଇବା ପାଇଁ କୋଠରି

ଅନେକ ଲୋକଙ୍କର ଟିକେଟିକେ କଥାରେ ରାଗିବା ଅଭ୍ୟାସ ଥାଏ। ଏଥିପାଇଁ ସେମାନେ ଅନେକ ସମୟରେ ଅପଦସ୍ତ ମଧ୍ୟ ହୋଇଥାଆନ୍ତି। କିଛି ଲୋକ ଅଧିକ ରାଗିଯାଇ ଅପରାଧ ମଧ୍ୟ ଘଟାଇଥାନ୍ତି। କେହି କେହି ରାଗିଯାଇ ଉଚ୍ଚସ୍ବରରେ ଗାଳିଗୁଲଜ କରିବା ସହ ଘରର ଜିନିଷକୁ ଏଣେତେଣେ ଫିଙ୍ଗା ଫୋପଡା କରିଥାନ୍ତି। ବ୍ରାଜିଲର ସାଓପୋଲୋରେ  ରାଗ ନିୟନ୍ତ୍ରଣ ପାଇଁ  ଗୋଟିଏ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ସେହି କୋଠରିର ନାମ ରଖାଯାଇଛି  ‘ରେଜ୍ ରୁମ୍’।  ପ୍ରକୃତରେ ଏହା ହେଉଛି ଗୋଟିଏ ଗୋଦାମ। ସେଠାରେ  କମ୍ପୁଟର୍‌ ଟିଭି, ପ୍ରିଣ୍ଟର ଭଳି ଇଲେଟ୍ରୋନିକ୍ ମେସିନ୍ ରଖାଯାଇଛି। ଏହା ସହିତ ସେଠାରେ ବେସ୍‌ବଲ୍ ବ୍ୟାଟ୍‌ ଓ ହାତୁଡ଼ି ମଧ୍ୟ ରଖାଯାଇଛି। ରାଗିଥÒବା ବ୍ୟକ୍ତି ସେହି କୋଠରୀକୁ ଯାଇ ବ୍ୟାଟ୍‌ କିମ୍ବା ହାତୁଡ଼ି ସାହାଯ୍ୟରେ ଯେ କୌଣସି ଜିନିଷକୁ ଭାଙ୍ଗିପାରିବେ। ଏମିତି କଲେ ମାନସିକ ଶାନ୍ତି ମିଳିବା ସହ କ୍ରୋଧ ଦୂର ହୋଇଥାଏ। ଏଥÒପାଇଁ କିଛି ଟଙ୍କା (୪.୬୪ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୦୦ ଟଙ୍କା) ଦେବାକୁ ହୁଏ। ଅବଶ୍ୟ କୋଠରୀରେ ପ୍ରବେଶ କରିବା ପୂର୍ବରୁ ରାଗିଥÒବା ବ୍ୟକ୍ତିକୁ ସେଫ୍‌ଟି ସୁଟ୍‌ ଓ ହେଲ୍‌ମେଟ୍‌ ମଧ୍ୟ ପିନ୍ଧାଯାଏ। କ୍ରୋଧର କାରଣ ମଧ୍ୟ କୋଠରୀର କାନ୍ଥରେ ଲେଖÒବାକୁ ପଡ଼େ। ଏହି ରେଜ୍ ରୁମ୍ ୪୨ ବର୍ଷୀୟ ଭାଣ୍ଡରର୍ଲି ରୋଡ୍ରିଗ୍‌ସ ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp