ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ, କିଏ ଓ କାହିଁକି ଗୁଳି କଲା ଅସ୍ପଷ୍ଟ

The Sakala Picture
Published On

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କୁ ଗୁଳିମାଡ଼ । ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକକୁ ଗୁଳିମାଡ ହୋଇଥିବା ସୂଚନା । ତେବେ କିଏ ଓ କାହିଁକି ଗୁଳିମାଡ କଲେ କାରଣ ଅସ୍ପଷ୍ଟ। ସେକ୍ଟର ତିନି ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଯୁବକକୁ ସିଧା ଗୁଳିମାଡ ହୋଇ ନଥିବା ପୋଲିସ […]

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କୁ ଗୁଳିମାଡ଼ । ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକକୁ ଗୁଳିମାଡ ହୋଇଥିବା ସୂଚନା । ତେବେ କିଏ ଓ କାହିଁକି ଗୁଳିମାଡ କଲେ କାରଣ ଅସ୍ପଷ୍ଟ। ସେକ୍ଟର ତିନି ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଯୁବକକୁ ସିଧା ଗୁଳିମାଡ ହୋଇ ନଥିବା ପୋଲିସ ପକ୍ଷରୁ ସୂଚନା। ବର୍ତ୍ତମାନ ଯାଏଁ ଗୁଳିମାଡ଼ ସଠିକ୍‌ କାରଣ ଜଣାପଡିନଥିବା ବେଳେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

22 Dec 2024 By The Sakala

ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ, କିଏ ଓ କାହିଁକି ଗୁଳି କଲା ଅସ୍ପଷ୍ଟ

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କୁ ଗୁଳିମାଡ଼ । ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକକୁ ଗୁଳିମାଡ ହୋଇଥିବା ସୂଚନା । ତେବେ କିଏ ଓ କାହିଁକି ଗୁଳିମାଡ କଲେ କାରଣ ଅସ୍ପଷ୍ଟ। ସେକ୍ଟର ତିନି ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଯୁବକକୁ ସିଧା ଗୁଳିମାଡ ହୋଇ ନଥିବା ପୋଲିସ ପକ୍ଷରୁ ସୂଚନା। ବର୍ତ୍ତମାନ ଯାଏଁ ଗୁଳିମାଡ଼ ସଠିକ୍‌ କାରଣ ଜଣାପଡିନଥିବା ବେଳେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର