ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

The Sakala Picture
Published On

ବାଲେଶ୍ବର: ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ସବିରା ଷ୍ଟେସନରେ ଜଣେ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା ଟ୍ରେନ୍। ଘଟଣସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଳା ଚରମ୍ପା ବାଣିତିଆ ଗ୍ରାମର ପୁନିଆ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର। ଅକ୍ଷୟ କିଛି ଦିନ ହେବ (ସବିରା) ରହଣିଆ ଗ୍ରାମର ଯାତ୍ରା ପାର୍ଟି ପାଇଁ ନାଚିବା ପାଇଁ ଆସିଥିଲେ। ଆଜି ୪ଟା ସମୟରେ ରିଲ୍ସ କରୁଥିବା ସମୟରେ ଧକ୍କା […]

ବାଲେଶ୍ବର: ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ସବିରା ଷ୍ଟେସନରେ ଜଣେ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା ଟ୍ରେନ୍। ଘଟଣସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଳା ଚରମ୍ପା ବାଣିତିଆ ଗ୍ରାମର ପୁନିଆ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର। ଅକ୍ଷୟ କିଛି ଦିନ ହେବ (ସବିରା) ରହଣିଆ ଗ୍ରାମର ଯାତ୍ରା ପାର୍ଟି ପାଇଁ ନାଚିବା ପାଇଁ ଆସିଥିଲେ। ଆଜି ୪ଟା ସମୟରେ ରିଲ୍ସ କରୁଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର