ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

The Sakala Picture
Published On

ଏମ୍ ରାମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ । ମୃତ ଯୁବକ ରାମପୁରର ସଞ୍ଜୀବ ରଣା ବୋଲି ଜଣାପଡ଼ିଛି । ବାରହା ମାରିବାକୁ ବିଦ୍ୟୁତ୍ ତାର ବିଛାଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳର ସଂଜିବ ରଣା। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । […]

ଏମ୍ ରାମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ । ମୃତ ଯୁବକ ରାମପୁରର ସଞ୍ଜୀବ ରଣା ବୋଲି ଜଣାପଡ଼ିଛି । ବାରହା ମାରିବାକୁ ବିଦ୍ୟୁତ୍ ତାର ବିଛାଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳର ସଂଜିବ ରଣା। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାଟି ଘଟିଛି ନର୍ଲା ଥାନା ଅନ୍ତର୍ଗତ ଅଲାବୁରା ବୁରାଟ ଜଙ୍ଗଲରେ। ଅନ୍ୟ ଜଣେ ଗୁରୁତର ଚିକିତ୍ସା ପାଇଁ ବଲାଙ୍ଗୀର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

17 Sep 2022 By The Sakala

ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଏମ୍ ରାମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ । ମୃତ ଯୁବକ ରାମପୁରର ସଞ୍ଜୀବ ରଣା ବୋଲି ଜଣାପଡ଼ିଛି । ବାରହା ମାରିବାକୁ ବିଦ୍ୟୁତ୍ ତାର ବିଛାଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳର ସଂଜିବ ରଣା। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାଟି ଘଟିଛି ନର୍ଲା ଥାନା ଅନ୍ତର୍ଗତ ଅଲାବୁରା ବୁରାଟ ଜଙ୍ଗଲରେ। ଅନ୍ୟ ଜଣେ ଗୁରୁତର ଚିକିତ୍ସା ପାଇଁ ବଲାଙ୍ଗୀର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/young-man-dies-after-being-exposed-to-electric-wires-scattered-for-barha-hunting/article-15039
Join Us @ WhatsApp

About The Author

17 Sep 2022 By The Sakala

ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଏମ୍ ରାମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ । ମୃତ ଯୁବକ ରାମପୁରର ସଞ୍ଜୀବ ରଣା ବୋଲି ଜଣାପଡ଼ିଛି । ବାରହା ମାରିବାକୁ ବିଦ୍ୟୁତ୍ ତାର ବିଛାଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳର ସଂଜିବ ରଣା। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାଟି ଘଟିଛି ନର୍ଲା ଥାନା ଅନ୍ତର୍ଗତ ଅଲାବୁରା ବୁରାଟ ଜଙ୍ଗଲରେ। ଅନ୍ୟ ଜଣେ ଗୁରୁତର ଚିକିତ୍ସା ପାଇଁ ବଲାଙ୍ଗୀର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର