ତାତିରୁ ନାହିଁ ନିସ୍ତାର: ଖରା ପାଇଁ ୬ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ଜନଜୀବନ।  ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଏଭଳି  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡିଶାରେ ସ୍ବଭାବିକ ଠାରୁ ୨ ରୁ ୩ ଡିଗ୍ରୀ  ପାରଦ ବଢିବ। ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ରାଜ୍ୟକୁ  ଉତ୍ତପ୍ତ ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାରି ପ୍ରଭାବରେ ତାପମାତ୍ରା  ଉପରମୁହାଁ ରହୁଛି। ସେହିପରି ଖରା ପାଇଁ […]

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ଜନଜୀବନ।  ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଏଭଳି  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡିଶାରେ ସ୍ବଭାବିକ ଠାରୁ ୨ ରୁ ୩ ଡିଗ୍ରୀ  ପାରଦ ବଢିବ। ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ରାଜ୍ୟକୁ  ଉତ୍ତପ୍ତ ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାରି ପ୍ରଭାବରେ ତାପମାତ୍ରା  ଉପରମୁହାଁ ରହୁଛି।

ଆହୁରି ପଢ଼ନ୍ତୁ: ସରକାରଙ୍କ ଅପାରଗତା ଜଳବନ୍ଦୀ ଲୋକଙ୍କୁ ଅଧିକ ଭୟଭୀତ କରୁଛି: ନବୀନ

ସେହିପରି ଖରା ପାଇଁ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ୱେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟାଞ୍ଚଳରେ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାରେ ସରକାର ବିଫଳ: ବିଜେଡି

ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ଯରେ ସର୍ବାଧିକ ଝାରସୁଗୁଡା ଓ ସମ୍ବଲପୁରର ତାପମାତ୍ରା ୪୨.୬ ଡ଼ିଗ୍ରୀ ରହିଛି। ସେହିପରି ହୀରାକୁଦ: ୪୧.୨ ଡ଼ିଗ୍ରୀ। ଚାନ୍ଦବାଲିରେ ୪୦.୦ ଡ଼ିଗ୍ରୀ।  ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୨୯.୬ ଡ଼ିଗ୍ରୀ, ପାରାଦୀପରେ ୩୨.୦ ଡ଼ିଗ୍ରୀ, ପୁରୀରେ ୩୨.୬ ଡ଼ିଗ୍ରୀ ରହିଥିବା ବେଳs କେନ୍ଦୁଝରର ତାପମାତ୍ରା ୩୯.୦ ଡ଼ିଗ୍ରୀ ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

25 Apr 2022 By The Sakala

ତାତିରୁ ନାହିଁ ନିସ୍ତାର: ଖରା ପାଇଁ ୬ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ଜନଜୀବନ।  ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦୁଇ ଦିନ ପର୍ଯ୍ୟନ୍ତ ଏଭଳି  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଭ୍ୟନ୍ତରୀଣ ଓଡିଶାରେ ସ୍ବଭାବିକ ଠାରୁ ୨ ରୁ ୩ ଡିଗ୍ରୀ  ପାରଦ ବଢିବ। ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ରାଜ୍ୟକୁ  ଉତ୍ତପ୍ତ ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାରି ପ୍ରଭାବରେ ତାପମାତ୍ରା  ଉପରମୁହାଁ ରହୁଛି।

ସେହିପରି ଖରା ପାଇଁ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ୱେଲୋ ଆଲର୍ଟ ଜାରି କରାଯାଇଛି।

ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ଯରେ ସର୍ବାଧିକ ଝାରସୁଗୁଡା ଓ ସମ୍ବଲପୁରର ତାପମାତ୍ରା ୪୨.୬ ଡ଼ିଗ୍ରୀ ରହିଛି। ସେହିପରି ହୀରାକୁଦ: ୪୧.୨ ଡ଼ିଗ୍ରୀ। ଚାନ୍ଦବାଲିରେ ୪୦.୦ ଡ଼ିଗ୍ରୀ।  ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୨୯.୬ ଡ଼ିଗ୍ରୀ, ପାରାଦୀପରେ ୩୨.୦ ଡ଼ିଗ୍ରୀ, ପୁରୀରେ ୩୨.୬ ଡ଼ିଗ୍ରୀ ରହିଥିବା ବେଳs କେନ୍ଦୁଝରର ତାପମାତ୍ରା ୩୯.୦ ଡ଼ିଗ୍ରୀ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର