ରାଜ୍ୟରେ ଶୀତ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ବଢିଛି ଶୀତ। ତେବେ ୨ ରୁ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅନେକ ସ୍ଥାନରର ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ୫ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାେନା ରହିଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଶୀତ ଲହରୀକୁ ଦୃଷ୍ଟିରେ ରଖି ୯ ତାରିଖ ସକାଳା ଯାଏଁ ବିଭିନ୍ନ ଜିଲ୍ଲାକୁ ୟୋଲେ ୱର୍ଣ୍ଣିଂ ଜାରି କରାଯାଇଛି। […]

ଭୁବନେଶ୍ବର: ରାଜ୍ୟରେ ବଢିଛି ଶୀତ। ତେବେ ୨ ରୁ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅନେକ ସ୍ଥାନରର ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ୫ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାେନା ରହିଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଶୀତ ଲହରୀକୁ ଦୃଷ୍ଟିରେ ରଖି ୯ ତାରିଖ ସକାଳା ଯାଏଁ ବିଭିନ୍ନ ଜିଲ୍ଲାକୁ ୟୋଲେ ୱର୍ଣ୍ଣିଂ ଜାରି କରାଯାଇଛି। ୮ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନ ପାଇଁ ୟୋଲେ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସେହିପରି ଶୀତ ପାଇଁ ୯ ତାରିଖ ସକାଳ ୮ଟା ୩୦ ଯାଏଁ-  ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର,ବୌଦ୍ଧ, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନରେ ଶୀତ
ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

07 Jan 2023 By The Sakala

ରାଜ୍ୟରେ ଶୀତ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ବଢିଛି ଶୀତ। ତେବେ ୨ ରୁ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅନେକ ସ୍ଥାନରର ରାତ୍ରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ୫ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାେନା ରହିଛି। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଶୀତ ଲହରୀକୁ ଦୃଷ୍ଟିରେ ରଖି ୯ ତାରିଖ ସକାଳା ଯାଏଁ ବିଭିନ୍ନ ଜିଲ୍ଲାକୁ ୟୋଲେ ୱର୍ଣ୍ଣିଂ ଜାରି କରାଯାଇଛି। ୮ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନ ପାଇଁ ୟୋଲେ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଶୀତ ପାଇଁ ୯ ତାରିଖ ସକାଳ ୮ଟା ୩୦ ଯାଏଁ-  ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର,ବୌଦ୍ଧ, କନ୍ଧମାଳ, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗାଟିଏରୁ ଦୁଇଟି ସ୍ଥାନରେ ଶୀତ
ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

https://www.thesakala.in/latest-odisha-news/yellow-warning-has-been-issued-to-various-districts-for-cold-wave/article-17950
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର