ରାଜ୍ୟରେ ଲାଗି ରହିଛି ବର୍ଷା: ଆଗାମୀ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ବର: ସକ୍ରିୟ ରହିଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କେତେବେଳେ ମୁଷଳ ଧାରାରେ ବର୍ଷୁଛି ତ ଆଉ କେତେବେଳେ ତୁହାକୁ ତୁହା ବର୍ଷୁଛି। ପ୍ରବଳ ବର୍ଷାରେ ବେହାଲ ହେଲାଣି ଟୁଇନ ସିଟି। ଲଘୁଚାପ ପ୍ରଭାବରେ ରାତିସାରା ବର୍ଷା ହେଉଥିବାବେଳେ ସକାଳୁ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଅନବରତ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଜନଜୀବନ । ଲୋକମାନେ ଘରୁ ବାହାରିପାରୁନଥିବାବେଳେ ଅନେକ ଦୋକାନବଜାର ଖୋଲୁନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ […]

ଭୁବନେଶ୍ବର: ସକ୍ରିୟ ରହିଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କେତେବେଳେ ମୁଷଳ ଧାରାରେ ବର୍ଷୁଛି ତ ଆଉ କେତେବେଳେ ତୁହାକୁ ତୁହା ବର୍ଷୁଛି। ପ୍ରବଳ ବର୍ଷାରେ ବେହାଲ ହେଲାଣି ଟୁଇନ ସିଟି। ଲଘୁଚାପ ପ୍ରଭାବରେ ରାତିସାରା ବର୍ଷା ହେଉଥିବାବେଳେ ସକାଳୁ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଅନବରତ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଜନଜୀବନ । ଲୋକମାନେ ଘରୁ ବାହାରିପାରୁନଥିବାବେଳେ ଅନେକ ଦୋକାନବଜାର ଖୋଲୁନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ଟି ଜିଲ୍ଲାକୁ ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ଭୁବନେଶ୍ୱର, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେ଼ଙ୍କାନାଳ, ମୟୂରଭଞ୍ଜ, ଗଞ୍ଜାମ ଏବଂ ପୁରୀ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

27 Sep 2024 By The Sakala

ରାଜ୍ୟରେ ଲାଗି ରହିଛି ବର୍ଷା: ଆଗାମୀ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର: ସକ୍ରିୟ ରହିଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କେତେବେଳେ ମୁଷଳ ଧାରାରେ ବର୍ଷୁଛି ତ ଆଉ କେତେବେଳେ ତୁହାକୁ ତୁହା ବର୍ଷୁଛି। ପ୍ରବଳ ବର୍ଷାରେ ବେହାଲ ହେଲାଣି ଟୁଇନ ସିଟି। ଲଘୁଚାପ ପ୍ରଭାବରେ ରାତିସାରା ବର୍ଷା ହେଉଥିବାବେଳେ ସକାଳୁ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଅନବରତ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଜନଜୀବନ । ଲୋକମାନେ ଘରୁ ବାହାରିପାରୁନଥିବାବେଳେ ଅନେକ ଦୋକାନବଜାର ଖୋଲୁନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ଟି ଜିଲ୍ଲାକୁ ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ଭୁବନେଶ୍ୱର, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଢେ଼ଙ୍କାନାଳ, ମୟୂରଭଞ୍ଜ, ଗଞ୍ଜାମ ଏବଂ ପୁରୀ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

https://www.thesakala.in/latest-odisha-news/yellow-alert-issued-to-13-dists-for-the-next-3-hours/article-35451
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର