ମାଙ୍କଡ ଡେଇଁପଡ଼ିବାରୁ ମହିଳା ମୃତ

The Sakala Picture
Published On

ବାଲିପାଟଣା : ମୃତ୍ୟୁ କେତେବେଳେ ଆସେ ଏକଥା କେହି କହି ପାରିବେ ନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲିପାଟଣା ବ୍ଲକ ଗାରେଡ଼ି ପାଞ୍ଚଣ ଗ୍ରାମରେ। ସୁଚନା ଅନୁସାରେ ରବିବାର ଅପରାହ୍ନରେ ଗାରେଡି ପାଞ୍ଚଣ ଗ୍ରାମରେ ଅବସ୍ଥିତ ଶ୍ରୀ ବୁଦ୍ଧନାଥ ମନ୍ଦିର ପରିସରରେ ଥିବା ଏକ କଦମ୍ବ ବୃକ୍ଷ ତଳେ କିଛି ମହିଳା ବସିଥିଲା ବେଳେ ଗଛରେ ବସି ଥିବା କିଛି ମାଙ୍କଡ଼ ଡିଆଁ ଡେଇଁ ହେବାରୁ କଦମ୍ବ ଗଛର ଡାଳ ଭାଙ୍ଗି ଉମାମଣୀ […]

ବାଲିପାଟଣା : ମୃତ୍ୟୁ କେତେବେଳେ ଆସେ ଏକଥା କେହି କହି ପାରିବେ ନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲିପାଟଣା ବ୍ଲକ ଗାରେଡ଼ି ପାଞ୍ଚଣ ଗ୍ରାମରେ। ସୁଚନା ଅନୁସାରେ ରବିବାର ଅପରାହ୍ନରେ ଗାରେଡି ପାଞ୍ଚଣ ଗ୍ରାମରେ ଅବସ୍ଥିତ ଶ୍ରୀ ବୁଦ୍ଧନାଥ ମନ୍ଦିର ପରିସରରେ ଥିବା ଏକ କଦମ୍ବ ବୃକ୍ଷ ତଳେ କିଛି ମହିଳା ବସିଥିଲା ବେଳେ ଗଛରେ ବସି ଥିବା କିଛି ମାଙ୍କଡ଼ ଡିଆଁ ଡେଇଁ ହେବାରୁ କଦମ୍ବ ଗଛର ଡାଳ ଭାଙ୍ଗି ଉମାମଣୀ ଦାସ (୬୦ ବର୍ଷ) ଙ୍କ ମୁଣ୍ଡରେ ପଡ଼ିଥିଲା ଫଳରେ ତାଙ୍କ ମୁଣ୍ଡ ତଳେ ପଡିଥିବା ପଥରରେ ଛେଚି ହୋଇ ଯାଇଥିଲା ଓ ଗଭୀର ଆଘାତ ଲାଗିଥିଲା । ଯଥାଶୀଘ୍ର ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

05 Jul 2021 By The Sakala

ମାଙ୍କଡ ଡେଇଁପଡ଼ିବାରୁ ମହିଳା ମୃତ

ବାଲିପାଟଣା : ମୃତ୍ୟୁ କେତେବେଳେ ଆସେ ଏକଥା କେହି କହି ପାରିବେ ନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲିପାଟଣା ବ୍ଲକ ଗାରେଡ଼ି ପାଞ୍ଚଣ ଗ୍ରାମରେ। ସୁଚନା ଅନୁସାରେ ରବିବାର ଅପରାହ୍ନରେ ଗାରେଡି ପାଞ୍ଚଣ ଗ୍ରାମରେ ଅବସ୍ଥିତ ଶ୍ରୀ ବୁଦ୍ଧନାଥ ମନ୍ଦିର ପରିସରରେ ଥିବା ଏକ କଦମ୍ବ ବୃକ୍ଷ ତଳେ କିଛି ମହିଳା ବସିଥିଲା ବେଳେ ଗଛରେ ବସି ଥିବା କିଛି ମାଙ୍କଡ଼ ଡିଆଁ ଡେଇଁ ହେବାରୁ କଦମ୍ବ ଗଛର ଡାଳ ଭାଙ୍ଗି ଉମାମଣୀ ଦାସ (୬୦ ବର୍ଷ) ଙ୍କ ମୁଣ୍ଡରେ ପଡ଼ିଥିଲା ଫଳରେ ତାଙ୍କ ମୁଣ୍ଡ ତଳେ ପଡିଥିବା ପଥରରେ ଛେଚି ହୋଇ ଯାଇଥିଲା ଓ ଗଭୀର ଆଘାତ ଲାଗିଥିଲା । ଯଥାଶୀଘ୍ର ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର