ଟିଉସନ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

The Sakala Picture
Published On

ବ୍ରହ୍ମପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ବଡବଜାର ଥାନା ରଘୁପତି ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ବି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ଉଭୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ଶୁଭମ୍ ସାହୁ। ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ବଡବଜାର ପୋଲିସ ଅଭିଯୁକ୍ତ ଯୁବକ […]

ବ୍ରହ୍ମପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ବଡବଜାର ଥାନା ରଘୁପତି ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ବି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ଉଭୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ଶୁଭମ୍ ସାହୁ। ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ବଡବଜାର ପୋଲିସ ଅଭିଯୁକ୍ତ ଯୁବକ ଶୁଭମ୍ ସାହୁକୁ ଅଟକ ରଖି ପଚରା ଉଚୁରା କରୁଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନା ମୁତାବକ ରଘୁପତି ନଗରରେ ରହୁଥିବା ଜନୈକ ମହିଳା ନିଜ ଝିଅକୁ ନେଇ ଟିଉସନରେ ଛାଡିବା ପାଇଁ ଯାଇଥିଲେ । ସେହି ସମୟରେ ଯୁବକ ଜଣକ ଏକ ଧାରୁଆ ଅସ୍ତ୍ର ଧରି ଘର ଭିତରକୁ ଧସେଇ ପଶି ମହିଳାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ଝିଲି ସାହୁ ବି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ଉଭୟ ଆହତ ହୋଇଛନ୍ତି । ଆହତମାନଙ୍କୁ ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଛି ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

23 Jan 2023 By The Sakala

ଟିଉସନ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ବ୍ରହ୍ମପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ବଡବଜାର ଥାନା ରଘୁପତି ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ବି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ଉଭୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ଶୁଭମ୍ ସାହୁ। ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ବଡବଜାର ପୋଲିସ ଅଭିଯୁକ୍ତ ଯୁବକ ଶୁଭମ୍ ସାହୁକୁ ଅଟକ ରଖି ପଚରା ଉଚୁରା କରୁଛି।

ସୂଚନା ମୁତାବକ ରଘୁପତି ନଗରରେ ରହୁଥିବା ଜନୈକ ମହିଳା ନିଜ ଝିଅକୁ ନେଇ ଟିଉସନରେ ଛାଡିବା ପାଇଁ ଯାଇଥିଲେ । ସେହି ସମୟରେ ଯୁବକ ଜଣକ ଏକ ଧାରୁଆ ଅସ୍ତ୍ର ଧରି ଘର ଭିତରକୁ ଧସେଇ ପଶି ମହିଳାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ଝିଲି ସାହୁ ବି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ଉଭୟ ଆହତ ହୋଇଛନ୍ତି । ଆହତମାନଙ୍କୁ ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର