ନନ୍ଦନକାନନକୁ ଆସିଲା ନୂଆ ଅତିଥୀ: ଧଳା ବାଘୁଣୀ ରୂପା ଜନ୍ମଦେଲା ୩ ଶାବକ

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ।  ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୂପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସିସିଟିଭିରେ ସେମାନଙ୍କ ଉପରେ ନିରୀକ୍ଷଣ କରାଯାଉଛି। ଏହି […]

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ।  ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୂପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସିସିଟିଭିରେ ସେମାନଙ୍କ ଉପରେ ନିରୀକ୍ଷଣ କରାଯାଉଛି। ଏହି ୩ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

06 Jan 2023 By The Sakala

ନନ୍ଦନକାନନକୁ ଆସିଲା ନୂଆ ଅତିଥୀ: ଧଳା ବାଘୁଣୀ ରୂପା ଜନ୍ମଦେଲା ୩ ଶାବକ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ।  ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୂପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସିସିଟିଭିରେ ସେମାନଙ୍କ ଉପରେ ନିରୀକ୍ଷଣ କରାଯାଉଛି। ଏହି ୩ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

https://www.thesakala.in/latest-odisha-news/white-tigress-gives-birth-to-3-cubs-at-nandankanan-zoological-park/article-17936
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର