ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍: ଏଡିଟର ଗିରଫ

The Sakala Picture
Published On

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା । ଗତକାଲି ପ୍ରେସମିଟ୍ କରି ଅନେକ ଅଭିଯୋଗ […]

ଭୁବନେଶ୍ୱର: ୱେବ ପୋର୍ଟାଲ ବିରୋଧରେ ଆକ୍ସନ୍ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦଶହରାରେ ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି, ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର

ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମ୍ପୃକ୍ତ ୱେବ ପୋର୍ଟାଲ ହତୋତ୍ସାହିତ କଲା ଭଳି ଖବର ପ୍ରସାରଣ କରିଥିଲା । ଗତକାଲି ପ୍ରେସମିଟ୍ କରି ଅନେକ ଅଭିଯୋଗ ଆଣିଥିଲେ ଦୂତୀ ଚାନ୍ଦ । ଏଥିସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବେ ବୋଲି କହିଥିଲେ। ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ବଦନାମ କରିଥିବା ଲୋକଙ୍କ ବିରୋଧରେ ଦୂତି ୫ କୋଟିର ମାନହାନୀ ମକଦ୍ଦମା ଦାଏର କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର