ବଦଳିବ ପାଗ: ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ

The Sakala Picture
Published On

ଭୁବନେଶ୍ବର: ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହେଉଛି। ୨୦ରୁ ବଦଳିବ ପାଗ । ୨୧ରେ ପ୍ରାକ ମୌସୁମୀ ବର୍ଷା ସମ୍ଭାବନା ରହିଛି। ୨୧ରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକାକଳ କରାଯାଇଛି। ୨୨ରୁ […]

ଭୁବନେଶ୍ବର: ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହେଉଛି। ୨୦ରୁ ବଦଳିବ ପାଗ । ୨୧ରେ ପ୍ରାକ ମୌସୁମୀ ବର୍ଷା ସମ୍ଭାବନା ରହିଛି। ୨୧ରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକାକଳ କରାଯାଇଛି। ୨୨ରୁ ବର୍ଷାର ପରିମାଣ ବଢିବ। ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ। କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ ୱର୍ଣ୍ଣିଂ ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

19 Jun 2023 By The Sakala

ବଦଳିବ ପାଗ: ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ

ଭୁବନେଶ୍ବର: ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହେଉଛି। ୨୦ରୁ ବଦଳିବ ପାଗ । ୨୧ରେ ପ୍ରାକ ମୌସୁମୀ ବର୍ଷା ସମ୍ଭାବନା ରହିଛି। ୨୧ରେ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକାକଳ କରାଯାଇଛି। ୨୨ରୁ ବର୍ଷାର ପରିମାଣ ବଢିବ। ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ। କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ ୱର୍ଣ୍ଣିଂ ଜାରି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର